ମଝି ଆକାଶରେ ହଠାତ୍ ୨୬୦୦୦ ଫୁଟ୍ ତଳକୁ ଖସିଲା ବିମାନ, ଭୟରେ ଶେଷ ମେସେଜ ଲେଖିଲେ ଯାତ୍ରୀ…
ସାଂଘାଇ: ଚୀନ୍ର ସାଂଘାଇରୁ ଜାପାନର ଟୋକିଓ ଯାଉଥିବା ଜାପାନ ଏୟାରଲାଇନ୍ସରେ ହଠାତ୍ ଏପରି କିଛି ଘଟିଥିଲା ଯାହାଦ୍ଵାରା ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ି ଯାଇଥିଲା।
ସୂଚନା ଅନୁଯାୟୀ ବିମାନଟି ୩୬୦୦୦ ଫୁଟ ଉଚ୍ଚତାରେ ଉଡ଼ୁଥିବା ବେଳେ ହଠାତ୍ ବିମାନଟି ନିୟନ୍ତ୍ରଣ ହରାଇ ମାତ୍ର ୧୦ ମିନିଟ୍…