ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ ଆରମ୍ଭ, ସତର୍କତା ଜାରି କରିଛି ପୋଲିସ ଓ ରେଳ ପ୍ରଶାସନ
ଭୁବନେଶ୍ୱର: ସିପିଆଇ-ମାଓବାଦୀ ପ୍ରତିଷ୍ଠା ଦିବସ ସପ୍ତାହ ଆରମ୍ଭ ହୋଇଛି। ଏହି ସପ୍ତାହ ସେପ୍ଟେମ୍ବର ୨୧ ତାରିଖରୁ ସେପ୍ଟେମ୍ବର ଶେଷ ଯାଏ ଚାଲିବ। ଏହି ଦିନରେ ହିଂସାତ୍ମକ କାର୍ଯ୍ୟ କରି ମାଓବାଦୀମାନେ ସେମାନଙ୍କର ଉପସ୍ଥିତି ଜାହିର କରିବେ। ଏ ସମ୍ପର୍କରେ ସତର୍କତା ଜାରି କରିଛି ରେଳ ପ୍ରଶାସନ।…