ଜାନୁଆରୀ ୮ରୁ ଭିତରକନିକାରେ କୁମ୍ଭୀର ଗଣନା, ୩ ଦିନ ବନ୍ଦ ରହିବ ଜାତୀୟ ଉଦ୍ୟାନ
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ତିନି ଦିନ ପାଇଁ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।
ଏନେଇ ବିଭାଗୀୟ ବନ ଅଧିକାରୀ (ଡିଏଫଓ) ବରଦରାଜ ଗାଁକର କହିଛନ୍ତି। କାରଣ ଏହି ସମୟରେ ଲୁଣାପାଣି କୁମ୍ଭୀର ଗଣନା…