Latest Odisha News

BREAKING NEWS

ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ, ବୁଡିଗଲେ ୨ ଯୁବକ

ରାଉରକେଲା: କାଳ ହେଲା ଜଳପ୍ରପାତରେ ଗାଧୋଇବା । ବୁଡିଗଲେ ଦୁଇ ଯୁବକ । ରାଉରକେଲା ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ଘଟିଛି ଏଭଳି ଅଘଟଣ । ସୂଚନା ମୁତାବକ ଆଜି ରାଉରକେଲାରୁ ୪ଟି ସ୍କୁଟିରେ ୮ଜଣ ଯୁବକ ଗାଧୋଇବା ପାଇଁ ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତକୁ ଯାଇଥିଲେ । ଏହି ସସମୟରେ୨ଜଣ ଯୁବକ…

ଆଇପିଏଲ ୨୦୨୦: ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେନି ଜୋସ୍ ବଟଲର୍!!

ୟୁଏଇ: ରବିବାର ଦିନ ରାଜସ୍ଥାନ ରୟାଲ୍ସ ୱିକେଟ୍ କିପର ଜୋସ୍ ବଟଲର୍ ନିଶ୍ଚିତ କରିଛନ୍ତି ଯେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଦଳର ଓପନିଂ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ନାହିଁ । କାରଣ ସେ ତାଙ୍କ ବାଧ୍ୟତାମୂଳକ କ୍ବାରାଣ୍ଟାଇନ ଅବଧିରେ ରହିବେ। ବଟଲର ତାଙ୍କ ପରିବାର ସହିତ ୟୁଏଇରେ…

ଆଇସୋଲେସନ ୱାର୍ଡରେ ପଡି ରହିଛି ୨ଜଣଙ୍କ ମୃତଦେହ, ଭିଡିଓ ଭାଇରାଲ

ଝାରସୁଗୁଡା: ସାମ୍ନାକୁ ଆସିଲା ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚରମ ଅବ୍ୟବସ୍ଥା । ଡାକ୍ତରୀ ଅବହେଳାରୁ ଆଇସୋଲେସନ ୱାର୍ଡରେ ପଡି ରହିଛି ଦୁଇ ଦୁଇଟି ମୃତଦେହ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ୍ ୱାର୍ଡରେ…

ଏଲଏସିର ୬ ଅଞ୍ଚଳ ଉପରେ ଭାରତୀୟ ସେନାର କବଜା

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଜାରି ରହିଥିବା ବେଳେ ଭାରତୀୟ ଯବାନ ପୂର୍ବ ଲଦାଖରେ ଥିବା ୬ଟି ଅଞ୍ଚଳକୁ କବ୍ଚା କରିଛନ୍ତି । ଏହି ଶିଖର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଅଧିନରେ ଆସୁଛି । ପ୍ରାପ୍ତ ସୂଚନାନୁଯାୟୀ, ଅଗଷ୍ଟ ୨୯ରୁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: କରଣ ଜୋହର ସମେତ ଅନ୍ୟ ୭ଜଣଙ୍କୁ ଡାକରା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଶୁଣାଣି ପାଇଁ ବଲିଉଡର ଆଠଜଣ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି। ମୁଜାଫରପୁର ଜିଲ୍ଲା କୋର୍ଟ ସଲମାନ ଖାନ, କରଣ ଜୋହର, ସଞ୍ଜୟ ଲୀଲା ଭନସାଲୀ, ଏକତା କପୁର, ଆଦିତ୍ୟ ଚୋପ୍ରା, ସାଜିଦ ନାଦିଆୱାଲା, ଦୀନେଶ ଭିଜାନ ଏବଂ…

କରୋନାକୁ ମାତ୍ ଦେଲେ ମଲାଇକା

ମୁମ୍ବାଇ: କରୋନାକୁ ହରାଇଲେ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା । ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । ଏହା ସହ ସେ ପରିବାର ଲୋକ, ସାଙ୍ଗସାଥୀ, ଡାକ୍ତର, ପ୍ରଶଂସକ ତଥା ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି। ସେ ଗଲା କିଛି ଦିନ ପୂର୍ବେ କରୋନରେ…

ଜାମ୍ମୁ କାଶ୍ମୀରରେ ଗତିବିଧି ନେଇ ନାହିଁ ପ୍ରତିବନ୍ଧକ: ସରକାର

ନୂଆଦିଲ୍ଲୀ: ରବିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ର ସଦସ୍ୟଙ୍କ ସମେତ କୌଣସି ବ୍ୟକ୍ତିବିଶେଷଙ୍କ ଗତିବିଧି ଉପରେ  କୌଣସି ପ୍ରତିବନ୍ଧକ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଜି କିଶାନ ରେଡ୍ଡୀ ଲୋକସଭାରେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ…

ଭୁବନେଶ୍ୱରରେ ୪ ହଜାର ଟପିଲା କରୋନା ଆକ୍ଟିଭ କେସ୍‌; ଆଜି ୩୨୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୦୭ ଜଣ…

କୃଷି ବିଲକୁ ନେଇ ତେଜିଲା ବିକ୍ଷୋଭ: ଚିରିଲେ ବିଲ, ଜାଳିଲେ ଟ୍ରାକ୍ଟର

ହରିୟାଣା: ରବିବାର ଦିନ ରାଜ୍ୟସଭାରେ ପାରିତ ହୋଇଥିବା ନୂତନ ଚାଷ ଆଇନ ବିରୋଧରେ ହରିୟାଣାର କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀ କୃଷକମାନେ ସିର୍ସାର ଏକ ପ୍ରମୁଖ ରାସ୍ତା ଅବରୋଧ କରିଛନ୍ତି। ବିକ୍ଷୋଭକାରୀମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, "ବେସରକାରୀ କ୍ରୟକାରୀଙ୍କ ପାଇଁ…

୧୮ ଶହ ବୋତଲ କଫ୍ ସିରପ ଜବତ, ଜଣେ ଗିରଫ

ବଲାଙ୍ଗିର: ରାଜ୍ୟରେ ବଢ଼ି ଚାଲିଛି ବେଆଇନ୍ କଫ ସିରପ କାରବାର । ବଲାଙ୍ଗିର ସହର ମାଲପଡାରୁ ୧୮ ଶହ ବୋଲତ କଫ ସିରଫ ଜବତ ହୋଇଛି । ଯାହାର ଅନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜଗବନ୍ଧୁ ମହେର । ଗତକାଲି…