Robotic Mules on LOC: ବଢିଲା ପଡୋଶୀ ଦେଶର ଟେନସନ, ଏଲଓସିରେ ମୁତୟନ ହେଲା ରୋବୋଟିକ୍ ମ୍ୟୁଲ୍ସ
ନୂଆଦିଲ୍ଲୀ: ସୀମାର ସୁରକ୍ଷା ବୃଦ୍ଧି ପାଇଁ ଭାରତୀୟ ସେନା ଏକ ନୂତନ ଏବଂ ଦୃଢ଼ ପଦକ୍ଷେପ ନେଇଛି। ସେନା ଏଲଓସିରେ ରୋବୋଟିକ୍ ମ୍ୟୁଲ୍ ମୁତୟନ କରିଛି। ଏହି ମ୍ୟୁଲ୍ ମିନି ଡ୍ରୋନ ଏବଂ ଅତ୍ୟାଧୁନିକ ସେନ୍ସର ସହିତ ସଜ୍ଜିତ, ଯାହା ଦୁର୍ଗମ ଅଞ୍ଚଳରେ ମଧ୍ୟ ସୈନିକମାନଙ୍କୁ ସାହାଯ୍ୟ କରେ। ଏହି ମ୍ୟୁଲ…