କଳାହାଣ୍ଡି: ସ୍ୱାସ୍ଥ୍ୟ ମନ୍ତ୍ରୀ ପତାକା ଉତ୍ତୋଳନ କଲାବେଳେ ଖସିପଡିଲା ତ୍ରିରଙ୍ଗା
ଭବାନୀପାଟଣା : ସାରା ଦେଶରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାରେ ଜାତୀୟ ଧ୍ୱଜା ଉତ୍ତୋଳନ କରାଯିବା ବେଳେ ଠିକ୍ ଭାବେ ବନ୍ଧା ହୋଇନଥିବା କାରଣରୁ ପତାକା ଛିଣ୍ଡି ତଳେ ପଡିଯାଇଥିଲା ।
ମିଳିଥିବା ସୂଚନାନୁଯାୟୀ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…