ସଫଳ ହେଲା କରୋନା ଟୀକା କୋଭାକ୍ସିନ ପରୀକ୍ଷଣ: ଭାରତ ବାୟୋଟେକ
ହାଇଦ୍ରାବାଦ: କରୋନାଭାଇରସ୍ ଭ୍ୟାକ୍ସିନ୍ କୋଭାକ୍ସିନର ସଫଳ ପରୀକ୍ଷଣ ହୋଇଛି ବୋଲି କହିଛି ଭାରତ ବାୟୋଟେକ ।ଟୀକା ନିର୍ମାତା ଭାରତ ବାୟୋଟେକ ଶୁକ୍ରବାର ଦିନ ଘୋଷଣା କରିଛି ଯେ ଏହାର କୋଭିଡ-୧୯ ଟିକା କୋଭାକ୍ସିନର ପଶୁଙ୍କ ଦେହରେ ପରୀକ୍ଷା ସଫଳ ହୋଇଛି।
ଲାଇଭ୍ ଭାଇରାଲ୍ ଚ୍ୟାଲେଞ୍ଜ୍ ମଡେଲରେ…