Latest Odisha News

BREAKING NEWS

ପରଲୋକରେ ଯାତ୍ରା କଳାକାର ଭିକୁ ସେଠ୍

ଚୌଦ୍ୱାର: ଆଉ ନାହାନ୍ତି ଶାଗୁଣା ବସିଛି ଡେଣା ମେଲାଇ ପାଇଁ ବେଶ୍ ନାଁ କରିଥିବା ଯାତ୍ରା ଭିଲିଆନ ଭିକୁ ସେଠ୍ ଓରଫ ମହେନ୍ଦ୍ର ଦାସ । ଆଜି ତାଙ୍କ ଚୌଦ୍ୱାର ସ୍ଥିତ ବାସଭବନରେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫…

ମହାନଦୀରେ ଫସିଲେ ହାତୀପଲ

କଟକ: କଟକ ଜିଲ୍ଲାର ମୁଣ୍ଡୁଳି ନିକଟ ମହାନାଦୀ ରେ ଶନିବାର ଦିନ ପ୍ରାୟ ୧୮ଟି ହାତୀପଲ ଫସି ରହିଥିବା ନଜର ଆସିଥିଲା। ବନ ଅଧିକାରୀଙ୍କ ସୂଚନାନୁସାରେ, ହାତୀମାନେ ଆଠଗଡ଼ ସୁକାସନ ଜଙ୍ଗଲରୁ ଚାନ୍ଦକା ଆଡ଼କୁ ଆସୁଥିଲେ। ପରେ ସେମାନେ ଦାସପୁର ଘାଟରେ ଅତ୍ୟଧିକ ପାଣି ଯୋଗୁଁ ଫସି ଯାଇଥିଲେ।…

ଏନଡିଏଚ୍‌ଏମ୍ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର: ଓଡିଶାରେ ଦୁଇ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ(ଏନଡିଏଚ୍‌ଏମ୍‌) ଏବଂ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

ଶାର୍ଲିନ ଚୋପ୍ରାଙ୍କ ଚାଂଚଲ୍ୟକର ବୟାନ, ଫିଲ୍ମ ଇଣ୍ଡଷ୍ଟ୍ରି ପାର୍ଟିରେ ଟ୍ରେରେ ଡ୍ରଗ୍ସ ଦିଆଯାଉଥିଲା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବଲିଉଡର ଅନେକ ଅକୁହା କାହାଣୀ ଖୋଲି ଦେଇ ଯାଇଛି । ନିଶା, ଯୌବନର କାରୋବାର ଓ ଟଙ୍କା ପାଇଁ ଏଠି ସବୁ କିଛି କରାଯାଉଥିଲା । ବଡ ନାମ ପଛରେ ଭୟଙ୍କର ଚେହେରା ସବୁ ଲୁଚି ରହିଥିବା ପ୍ରମାଣିତ ହେଉଛି । ଶନିବାର ବିବାଦୀୟ ମଡେଲର ଶାର୍ଲିନ ଚୋପ୍ରା…

ନିଖୋଜ ୫ ଭାରତୀୟ ଯୁବକ ଚୀନରୁ ଫେରିଲେ

ନୂଆଦିଲ୍ଲୀ:ଚୀନ ସୀମାରେ ନିଖୋଜ ହୋଇଥିବା ୫ ଭାରତୀୟ ଯୁବକ ଶନିବାର ସ୍ୱଦେଶ ଫେରିଛନ୍ତି । ସେପ୍ଟେମ୍ବର ୧ରେ ଅରୁଣାଚଳ ପ୍ରଦେଶର ଏହି ଯୁବକମାନେ ଜଙ୍ଗଲରେ ବାଟ ଭୁଲି ଚୀନ ସୀମାରେ ପ୍ରବେଶ କରିଥିଲେ । ବିଭିନ୍ନ ମହଲରେ ତାଙ୍କ ପ୍ରତ୍ୟାବର୍ତନ ନେଇ ଦାବୀ କରାଯିବା ଫଳରେ ଚୀନ ସେନା ପକ୍ଷରୁ…

ରାଜ୍ୟରେ ଆଉ ୧୧ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୧ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୧୬ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଭୁବନେଶ୍ୱରରୁ ୨, ବଲାଙ୍ଗିରରୁ ୧, କଟକରୁ ୩, ଯାଜପୁରରୁ ୧, କନ୍ଧମାଳରୁ ୧,…

ଓଡିଶାରେ ଆଜି ୩୭୭୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୭୭୭ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୬ ହଜାର ୮୯୪ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଆଜିଠୁ ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

ଭୁବନେଶ୍ୱର: ପୂର୍ବତଟ ରେଳବାଇ (ଇକୋର) ପକ୍ଷରୁ ଶନିବାର ଦିନ ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଏକ ସ୍ୱତନ୍ତ୍ର ଟ୍ରେନ୍ ଖୋର୍ଦ୍ଧାରୁ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ଶନିବାର ସନ୍ଧ୍ୟା ୬:୪୦ ରେ ଚାଲିବ ଏବଂ ଅହମ୍ମଦାବାଦରୁ ପ୍ରତି ସୋମବାର, ଗୁରୁବାର,…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୨ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଓ ପୁରୀ ଆଦି ଜିଲ୍ଲାକୁ ବିଭାଗ ପକ୍ଷରୁ ସତର୍କ…

ଭାରତରେ ୪୬ ଲକ୍ଷ ପାର୍ କରୋନା ସଂକ୍ରମଣ; ଦିନକରେ ୯୭ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୪୬,୫୯,୯୮୫କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…