Latest Odisha News

BREAKING NEWS

ରାଜ୍ୟରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ମନ୍ତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ପିଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।କରୋନା ପଜିଟିଭ୍ ଚିହ୍ନଟ ହେବା ପରେ…

ସେପ୍ଟେମ୍ବର ୫ ରେ ଯୁକ୍ତ ୨ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ଯୁକ୍ତ ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଁ ଘୋଷଣା ହୋଇଛି ତାରିଖ ।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୁରୁବାର ଦିନ ଏନେଇ ସୂଚନା ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ ତାରିଖ ଅପରାହ୍ନ ୪ ଟା ସମୟରେ ଯୁକ୍ତ ୨ କଳା ଏବଂ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ଘୋଷଣା କରାଯିବା ନେଇ…

୧୮ ରୁ ୪୪ ବର୍ଷ ବୟସ ମଧ୍ୟରେ ୫୪% କରୋନା ମାମଲା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୫୪% କରୋନା ମାମଲା ୧୮ ରୁ ୪୪ ବର୍ଷ ମଧ୍ୟରେ ରହିଛି । ଅନ୍ୟପଟେ ୫୧ % ମୃତ୍ୟୁ ମାମଲା ୬୦ ବା ତାଠାରୁ ଉର୍ଦ୍ଧ୍ୱ ବୟସରେ ହୋଇଥିବା ରେକର୍ଡ ହୋଇଛି । ଏହି ରିପୋର୍ଟରେ କୁହାଯାଇଛି ୧୫୭୮ ଟି କୋଭିଡ ଡାକ୍ତରଖାନା…

ଗୋଟିଏ ଦିନରେ ରାଜ୍ୟରେ ୩୬୦୦ ଟପିଲା କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରାଳ ରୂପ ନେଲାଣି କରୋନା ଭୂତାଣୁ। କିଛି ଦିନ ହେବ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପୁଛି। ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୬ ଶହ ୩୧ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୨୧୪ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୪୧୭ । ଖୋର୍ଦ୍ଧା…

ଦେଶରେ ୨୪ ଘଣ୍ଟାରେ ୮୩ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ସାବଧାନ! ଆରାମ ବଦଳରେ ଯନ୍ତ୍ରଣା ଦେଇ ପାରେ ପେନ କିଲର

ଭୁବନେଶ୍ୱର: ଶରୀରର କିଛି ଅଂଶରେ ଯଦି ଅସହ୍ୟ ପୀଡା ହୁଏ ତେବେ ଏଥିରୁ ମୁକ୍ତି ପାଇଁ ଆମେ ପେନ କିଲର ଖାଇଥାଉ। ଏହା ଖୁବ୍‌ କମ୍‌ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ବେଳେ ଶରୀର ପାଇଁ ଏହା ଅତ୍ୟନ୍ତ ହାନିକାରକ ହୋଇଥାଏ। ଅଧିକାଂଶ ଲୋକେ ଆଣ୍ଠୁଗଣ୍ଠି ଦରଜ ହେବା ମାତ୍ରେ ପେନକିଲର ଖାଇଥାନ୍ତି।…

ହୀରାକୁଦରେ ଧୀରେଧିରେ ବନ୍ଦ ହେଉଛି ଗେଟ୍; ୧୬ ଟି ଗେଟ ଦେଇ ପ୍ରବାହିତ ହେଉଛି ବନ୍ୟାଜଳ

ସମ୍ବଲପୁର: କମିଛି ବର୍ଷାର ପରିମାଣ। ହୀରାକୁଦରେ ବନ୍ଦ ହେଉଛି ଗେଟ୍ । ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳଭଣ୍ଡାରରୁ ୧୬ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦର ମୋଟ୍ ୪୬ ଟି ଗେଟ ଖୋଲା ଯାଇଥିଲା । ତେବେ ସେଥିରୁ ଆଉ ୧୬ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ।…

ଆମେରିକାର ଓଡିଶା ସୋସାଇଟି ପକ୍ଷରୁ ନୂଆଖାଇ ପାଳିତ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇକୁ ଆମେରିକାରେ ଥିବା ଓଡିଆ ସୋସାଇଟି(ଓସା) ପକ୍ଷରୁ ପାଳିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ‘ନୂଆଖାଇ ଜୁହାର’ କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାର ଲୋକ ଭାଗ ନେଇଥିଲେ । ଏଥିରେ କୋଶଳି କବି ହଗଳଦର ନାଗ ଭାଗ ନେଇ ସ୍ୱରଚିତ କବିତା…

ଖସିଲା ସୁନା ଦର; ଜାଣନ୍ତୁ କେତେ ଅଛି ଆଜିର ମୂଲ୍ୟ

ଭୁବନେଶ୍ୱର: ଶସ୍ତା ହେଉଛି ସୁନା । ଭାରତୀୟ ଟଙ୍କାର ସ୍ଥିତି ସୁଦୃଢ ହେବା ସହ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମୂଲ୍ୟ ହ୍ରାସ ହେବା ପରେ ଏବଂ ଘରୋଇ ବଜାରରେ ସୁନାର ମୂଲ୍ୟ ହ୍ରାସ ହୋଇଛି । ବୁଧବାର ଦିନ ଦିଲ୍ଲୀ ସରଫା ବଜାରରେ ୧୦ ପ୍ରତି ଗ୍ରାମ ସୁନା ମୂଲ୍ୟରେ ୬୧୪ ଟଙ୍କା ହ୍ରାସ ହୋଇଥିବା…

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୫୯ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୯ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୯,୪୯୨ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୨,୧୯୫ ଜଣଙ୍କର ଆଣ୍ଟିଜେନ, ୭୧୭୨ ଟି ଆରଟିପିସିଆର୍ ଓ ୧୨୫ ଟି ଟ୍ରୁନଟ୍‌ ପରୀକ୍ଷା…