ନୂଆ ଅବତାରରେ ସନ୍ନି ଲିଓନି
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନଙ୍କର ପ୍ରତ୍ୟେକ ଶୈଳୀ ସ୍ୱତନ୍ତ୍ର। ସନ୍ନି ଲିଓନଙ୍କ ଆଗାମୀ ମନସ୍ତାତ୍ତ୍ୱିକ ଥ୍ରୀଲର ଫିଲ୍ମ 'ଶେରୋ'ର ଟିଜର ରିଲିଜ ହୋଇଛି। ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଟିଜର ବର୍ତ୍ତମାନ ପର୍ଯ୍ୟନ୍ତ ଅଢେଇ ଲକ୍ଷରୁ ଅଧିକ ଥର ଦେଖାସରିଲାଣି।…