Latest Odisha News

BREAKING NEWS

ରାଷ୍ଟ୍ରପତି ପୁରସ୍କାର ପାଇବ‌େ ଶୁୁଭକାନ୍ତ ପ୍ରଧାନ

ଭୁବନେଶ୍ବର: ଚଳିତ ବର୍ଷ ରାଷ୍ଟ୍ରପତି ପୁରସ୍କାର ପାଇବ‌ାକୁ ଯାଉଛନ୍ତି ଶୁୁଭକାନ୍ତ ପ୍ରଧାନ। ଯିଏକି କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଅଧିନସ୍ଥ ରାଜସ୍ବ ଗୁଇନ୍ଦା ନିର୍ଦ୍ଦ‌େଶାଳୟ (ଡି.ଆର୍ ଆଇ) ଭୁବନେଶ୍ବରର ସିନିୟର୍ ଇଣ୍ଟ‌େଲିଜେନ୍ସ ଅଫିସର ଭାବ‌େ କାର୍ଯ୍ୟରତ। ଶୁଭକାନ୍ତ ୨୦୨୧ ବର୍ଷ ଲାଗି…

ବେଜିଂର ବିସ୍ତାରବାଦୀ ମାନସିକତାକୁ ନେଇ ଚୀନକୁ ଜୋ ବାଇଡେନଙ୍କ ଚେତାବନୀ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାର ଗୋଟିଏ ସପ୍ତାହ ଭିତରେ ଜୋ ବାଇଡେନ୍ ବେଜିଂଙ୍କୁ ଚେତାବନୀ ଦେଇଛନ୍ତି । ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆରେ ବେଜିଂର ବିସ୍ତାରବାଦୀ ମାନସିକତାକୁ ନେଇ ବର୍ଷିଛନ୍ତି ବାଇଡେନ । ଏକାଧିକ ବୟାନରେ ବାଇଡେନ୍ ପ୍ରଶାସନ ଓ ବରିଷ୍ଠ ସୁରକ୍ଷା…

କାର୍ଯ୍ୟାନୁଷ୍ଠାନ ଡର, ବର୍ଡରରେ ରାତି ସାରା ଉଜାଗର ରହିଲ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ବିରୋଧରେ ଜାରି ରହିଥିବା କୃଷକଙ୍କ ଆନ୍ଦୋଳନକୁ ନେଇ ବିଳମ୍ବିତ ରାତିରେ ଗାଜିପୁର ବର୍ଡରରେ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଅଧ ରାତିରେ ବିଦ୍ୟୁତ୍ କାଟି ଦେଇଥିବା ଅଭିଯୋଗ କରିଛନ୍ତି ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ ।…

ହାଇଓ୍ୱାକୁ ପିଟିଲା ଯାତ୍ରୀବାହୀ ବସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭  ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ଦୁର୍ଘଟଣା । ପୂର୍ବରୁ ଛିଡା ହୋଇଥିବା ହାଇଓ୍ୱାକୁ ପଛ ପଟୁ ପିଟିଛି ଏକ ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୪ବସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ୪୦ ଯାତ୍ରୀ । ସୂଚନାନୁସାରେ…

ପଶ୍ଚିମ କେମରୁନରେ ଭୟଙ୍କର ଦୁର୍ଘଟଣା ୫୩ ବସ୍ ଯାତ୍ରୀ ମୃତ

କେମରୁନ: ତୈଳ ଇନ୍ଧନ ଭର୍ତ୍ତି ଟ୍ରକ୍ ଓ ଯାତ୍ରୀବାସୀ ବସ୍ ମଧ୍ୟରେ ଦୁର୍ଘଟଣା ଘଟି ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଗୁରୁତର ଆହତ ହୋଇଛନ୍ତି । ମଧ୍ୟ ଆଫ୍ରିକାର ପଶ୍ଚିମ କେମରୁନର ଏକ ଗାଁରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଯାଉଥିବା ତୈଳ ଇନ୍ଧନ ଭର୍ତ୍ତି ଟ୍ରକଟି…

ଭୁବନେଶ୍ୱରରେ ହେୟାର ଷ୍ଟାଇଲିଷ୍ଟ ‘ଜାୱେଦ ହବିବ୍

ଭୁବନେଶ୍ୱର: ରାଜଧାନୀରେ ‘ଜାୱେଦ ହବିବ୍ ଏକାଡେମୀ’ର ପ୍ରତିଷ୍ଠାତା ଜାୱେଦ ହବିବ୍ । ଅଶୋକନଗରସ୍ଥିତ ‘ଜାୱେଦ ହବିବ୍ ଏକାଡେମୀ’ରେ ଅନୁଷ୍ଠିତ ଏକ ତାଲିମ୍ କାର‌୍ୟ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଜାୱେଦ କରୋନା ପରବର୍ତୀ ସୌନ୍ଦର‌୍ୟ୍ୟ ଓ ରୂପଚର‌୍ୟ୍ୟାକୁ ନେଇ ଶିକ୍ଷା ବା ତାଲିମ୍ ନିହାତି ଜରୁରି…

କବିତା : ନିରବ ଭଗ୍ନାଂଶ

ଶ୍ୟାମା ପ୍ରସାଦ ମିଶ୍ର ଦେଖ- ଏଠି କେମିତି ଯେ ସମୁଦ୍ର ଯାକର ଶୋଷରେ ହଜିଯାଏ ତୁମ ଇଚ୍ଛାର ପରିବ୍ୟାପ୍ତ ଆକାଶ ଏବଂ ପ୍ରତିଟି ମୁହୂର୍ତ୍ତ, ତୁମ ଅନୁପସ୍ଥିତିରେ ଏଠି ଖାଲି ଇନ୍ଦ୍ରଧନୁର ଅବଶୋଷ । ଦେଖ- ଏବେବି ମୋ ଆଖିର ନିରବ ପୃଷ୍ଠାରେ ତୁମ ଆତ୍ମୀୟତାର ଛାପ, ମୋ ହୃଦୟ ଯୁଗ ଯୁଗ…

ଅତିବଡି ପୁରସ୍କାର : ସାଧାରଣ ଜୀବନର ଅସାଧାରଣ କଥାକାର ରାମଚନ୍ଦ୍ର ବେହେରା

ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ି ପୁରସ୍କାର ଦିଆଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ଘୋଷଣା କରିବା ସାହିତ୍ୟ ଜଗତ ପାଇଁ ହୁଏତ ଏକ ବଡ ଖବର, ହେଲେ ଏ ଖବର ମୋ ଲାଗି ଖୁବ ଉତ୍ସାହଜନକ ନୁହେଁ।ବରଂ ଏ ପୁରସ୍କାର ତାଙ୍କୁ ଏତେ ଡେରିରେ କେମିତି ମିଳିଲା, ତାହା ହିଁ ଖବର ହେବା ଉଚିତ।  ୨୦୦୫…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୮-୧-୨୦୨୧ ରିଖ ଗୁରୁବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜାନୁଆରୀ ତା ୨୮ରିଖ ଗୁରୁବାର ମକର ୧୫ ଦିନ ପୌଷ ମାସ ଶୁଳ୍କ ପକ୍ଷ ପୂର୍ଣ୍ଣିମା ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଆଜିର ନିଷେଧ ଖାଦ୍ୟ-: ଆମିଷ…

ସ୍ୱଚ୍ଛ ଶକ୍ତିର ଅନୁସନ୍ଧାନରେ ଭାରତ ନେତୃତ୍ୱ ନେବା ଜରୁରୀ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଘରୋଇ ଆବଶ୍ୟକତା ନୁହେଁ, ବିଶ୍ୱସ୍ତରୀୟ ଆଶା ପୂରଣ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଭାରତୀୟ ତୈଳ ଓ ଗ୍ୟାସ କ୍ଷେତ୍ର । ଏଫଆଇପିଆଇ ପୁରସ୍କାର ୨୦୨୦ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କ ପାଇଁ…