Latest Odisha News

BREAKING NEWS

ଫିଲ୍ମ ‘ଧୋରେ ବାୟା ଧୋ’ର ଲିଡ୍ ରୋଲରେ ଅଭିନୟ କରିବେ ହରିହର ମହାପାତ୍ର

ଭୁବନେଶ୍ୱର: ଆଠ ବର୍ଷର ବ୍ୟବଧାନ ପରେ ପୁଣି ଲିଡ୍ ରୋଲରେ ନଜର ଆସିବେ ଓଲିଉଡର ହାସ୍ୟ ଅଭିନେତା ହରିହର ମହାପାତ୍ର । ଚଳଚ୍ଚିତ୍ର 'ଧୋରେ ବାୟା ଧୋ'ରେ ତାଙ୍କୁ ଦେଖିବାକୁ ମିଳିବ । ତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଦିବ୍ୟା । ହରିହର ନିଜେ ଏହାର ସଂଳାପ ଲେଖିଥିବା ବେଳେ ସଙ୍ଗୀତରେ ସଜେଇଛନ୍ତି…

ପାକିସ୍ତାନ ପାଇଲଟଙ୍କ ଦାବୀ, ଏଲିଅନଙ୍କୁ ଦେଖିଛି !

ଇସଲାମବାଦ: ପାକିସ୍ତାନର ଜଣେ ପାଇଲଟ ଆକାଶରେ ଏଲିଅନଙ୍କୁ ଦେଖିଥିବା ଦାବୀ କରିଛନ୍ତି । ଏପରି କି ସେ ଏହାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଦୂରରୁ ଏହା ଏକ ୟୁଏଫଓ ପରି ଦେଖା ଯାଉଥିଲା । ଏହି ଖବର ପ୍ରସାରିତ ହେବା ପରେ ସାରା ବିଶ୍ୱରେ ଏ ନେଇ ଆଲୋଚନା ସୃଷ୍ଟି ହୋଇଛି । ପାଇଲଟଜଣଙ୍କ…

କୃଷି ଆଇନ୍ ବିରୋଧରେ ଗର୍ଜିଲେ ନୀଳଗିରି ଚାଷୀ, ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦେଲେ ସ୍ମାରକପତ୍ର

ନୀଳଗିରି : କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ବାଲେଶ୍ବର ଜିଲ୍ଲା ନୀଳଗିରି କୃଷକ ସଂଘର୍ଷ ସମନ୍ବୟ ସମିତିର ବିଶାଳ ଶୋଭାଯାତ୍ରା । ନୀଳଗିରି ରାଜବାଟୀଠାରୁ ଶତାଧିକ ଚାଷୀ ଏବଂ କୃଷକ ନେତାମାନେ ବିଭିନ୍ନ ନାରା ଦେଇ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । କୃଷି…

ଷଷ୍ଠ ଥର ବିବାହ କଲେ ପାମେଲା ଆଣ୍ଡରସନ: ଏଥର ନିଜ ବଡିଗାର୍ଡଙ୍କୁ କଲେ ଜୀବନସାଥୀ

ନ୍ୟୁୟର୍କ: ଅଭିନେତ୍ରୀ ତଥା ପ୍ଲେବୟ ମଡେଲ ପାମେଲା ଆଣ୍ଡରସନ ପୁନର୍ବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହା ତାଙ୍କର ଷଷ୍ଠ ବିବାହ । ଏଥର ସେ ତାଙ୍କ ବଡିଗାର୍ଡ ଡ୍ୟାନ ହେହେର୍ଷ୍ଟଙ୍କୁ ଜୀବନସାଥୀ ଭାବେ ଚୟନ କରିଛନ୍ତି । ୧୯୯୫ରେ ପାମେଲା ଟମ ଲୀଙ୍କ ସହ ପ୍ରଥମ ବିବାହ କରିଥିଲେ । ତାଙ୍କର…

ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ

କଟକ: ଚୌଦ୍ୱାର ଚାରବାଟିଆ ଏଆରସିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁଙ୍କୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ କଟକ ଓ ଚୌଦ୍ୱାରର ୫ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । କିନ୍ତୁ କେଉଁ ପରିସ୍ଥିତିରେ ଏହି ନିଆଁ ଲାଗିଲା ତାହା ଜଣାପଡିପାରିନାହିଁ । ପ୍ରାୟ ୪ ଘଣ୍ଟା ଧରି ଏଠାରେ ନିଆଁ ଲାଗି…

ଫେବୃଆରୀ ୬ରେ ଅଦାଲତରେ ହଜାର ହେବାକୁ ରାଜ ଠାକରେଙ୍କୁ କୋର୍ଟଙ୍କ ଆଦେଶ

ମୁମ୍ବାଇ:ମହାରାଷ୍ଟ୍ର ନବ ନିର୍ମାଣ ସେନା (MNS) ଅଧ୍ୟକ୍ଷ ରାଜ ଠାକରେଙ୍କୁ ନବୀ ମୁମ୍ବାଇର ଭାସି କୋର୍ଟ ଫେବୃଆରୀ ୬ ତାରିଖରେ ଅଦାଲତରେ ହଜାର ହେବାକୁ ଆଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ,ରାଜ ଠାକରେ ୨୦୧୪ ଜାନୁଆରୀ ୨୬ ତାରିଖରେ ଦଳର ସମ୍ମିଳନୀରେ ନିଜ ଅଭିଭାଷଣରେ ଟୋଲ ଗେଟ ବନ୍ଦ…

ସାମ୍ବାଦିକାଙ୍କୁ ଦୁଷ୍କର୍ମ ଓ ଏସିଡ୍ ଆକ୍ରମଣ ଧମକ, ତାଙ୍କ ବନ୍ଧୁଙ୍କୁ ବି ହତ୍ୟା ଚେତାବନୀ

ନୂଆଦିଲ୍ଲୀ : ପୁରସ୍କାର ବିଜେତା ସାମ୍ଵାଦିକା ନେହା ଦୀକ୍ଷିତଙ୍କୁ ଦୁଷ୍କର୍ମ ଏବଂ ଏସିଡ୍ ଆକ୍ରମଣ ଧମକ । ସେ ଟ୍ଵିଟ୍‌ରରେ ଘଟଣା ସଂପର୍କରେ ବିସ୍ତୃତ ଲେଖି ଅଭିଯୋଗ କରିଛନ୍ତି ଯେ, କେହି ଜଣେ ଗତ ସେପ୍ଟେମ୍ବରରୁ ବିଭିନ୍ନ ନମ୍ବରରେ କଲ୍ କରି ଦୁଷ୍କର୍ମ ଏବଂ ଏସିଡ୍‌ ଆକ୍ରମଣର ଧମକ ଦେଉଛି ।…

ଇଂଲଣ୍ଡ ସିରିଜରେ ୨୩ ଉଇକେଟ ହାସଲ କରି ନୂତନ ରେକର୍ଡ ଲକ୍ଷ୍ୟରେ ଅଶ୍ୱୀନ

ନୂଆଦିଲ୍ଲୀ: ପାଖାପାଖି ବର୍ଷେ ପରେ ଘରୋଇ ମାଟିରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ୪ ବର୍ଷ ତଳେ ଇଂଲଣ୍ଡକୁ ହରାଇ ଭାରତୀୟ ଦଳ ସିରିଜ ଜିତିଥିଲେ । ଏଥର ମଧ୍ୟ ଏକ ରୋମାଂଚକ ସିରିଜ ପ୍ରଶଂସକଙ୍କୁ ଅପେକ୍ଷା କରିଛି କହିଲେ ଭୁଲ ହେବ ନାହିଁ । ଏହି…

ସୋସିଆଲ ମିଡିଆରେ ମୋଦୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ପଡିଲା ମହଙ୍ଗା, ଯୁବକଙ୍କୁ ଗିରଫ କଲା ପୋଲିସ 

ନୂଆଦିଲ୍ଲୀ : ଫେସ୍‌ବୁକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କରିଥିବା ଯୁବକ ଗିରଫ । ଉତ୍ତରପ୍ରଦେଶର ନୋଏଡା ସ୍ଥିତି ଜେବର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଶୋଭନୀୟ ଏବଂ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଯୁବକକୁ…

ବ୍ରହ୍ମପୁରରେ ୮ ବର୍ଷର ନାବାଳିକାର ବେକ କାଟିଲେ ଦୁଇ ଯୁବକ

ବ୍ରହ୍ମପୁର: ଗୋଳନ୍ଥରା ଚିକିଟି ସୋରଳ ଗାଁରେ ଅଭାବନୀୟ ଘଟଣା । ଓଡିଆ କଲୋନୀର ଜଣେ ୮ ବର୍ଷର ନାବାଳିକାର ବେକକୁ ଦୁଇ ଯୁବକ ଛୁରୀରେ କାଟିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାକୁ ପ୍ରଥମେ ଏମକେସିଜି ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ…