Latest Odisha News

BREAKING NEWS

ନିଆରା ଗାଁ; ଯେଉଁଠି ବିବାଦର ସମାଧାନ ଥାନାରେ ନୁହେଁ ଆପୋଷ ବୁଝାମଣାରେ ହୋଇଥାଏ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମାଣ୍ଡଲା ଜିଲ୍ଲା ମୁଖ୍ୟାଳୟଠାରୁ ୨୮ କିଲୋମିଟର ଦୂରରେ ଥିବା ଆଦିବାସୀ ବହୁଳ ଗ୍ରାମ ମଲପଠାର ଗାଁର ଲୋକମାନେ ସାମୂହିକ ସହଯୋଗର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଯଦି ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଥାଏ, ତେବେ ପୋଲିସ ଷ୍ଟେସନରେ କୌଣସି ପ୍ରକାର ପଞ୍ଜୀକରଣ…

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ଦୁଇ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ମହାମାରୀ ନେଲା ରାଜ୍ୟରୁ ଆଉ ଦୁଇ ଜଣଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ ଘଣ୍ଟାରେ ଦୁଇ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରରେ ଜଣେ ୮୩ବର୍ଷୀୟ ବୃଦ୍ଧ ଓ ନୟାଗଡ଼ ଜିଲ୍ଲାରେ ଜଣେ ୩୭ ବର୍ଷୀୟ ଯୁବକ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ…

ଆଜି କେନ୍ଦ୍ର ଏବଂ କୃଷକଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଆଜି କୃଷି କେନ୍ଦ୍ର ସରକାରଙ୍କ ସହ ନୂତନ କୃଷି ନିୟମକୁ ବିରୋଧ କରି ଅଷ୍ଟମ ପର୍ଯ୍ୟାୟ ଆଲୋଚନା ହେବ। ଗୁରୁବାର ଦିନ କେନ୍ଦ୍ର ସହ ଆଲୋଚନା ପୂର୍ବରୁ ଚାଷୀଭାଇମାନେ ଦିଲ୍ଲୀ ସୀମାରେ ଏକ ପଦଯାତ୍ରା କରି ତାଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିରୋଧ ଜାରି ରଖିବାକୁ ଆହ୍ବାନ…

ରାଜ୍ୟରେ ୨୪ଘଣ୍ଟାରୁ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିରରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୪୫ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୪୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୦୪ଟି । ୭ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି । ୨୩ ଜିଲ୍ଲାରୁ…

ଅଭିନେତ୍ରୀରୁ ରାଜନେତ୍ରୀ ପର୍ଯ୍ୟନ୍ତ କେମିତି ଥିଲା ନୁସ୍‌ରତ୍‌ଙ୍କ ଜୀବନ ଯାତ୍ରା

ନୂଆଦିଲ୍ଲୀ: ଅଭିନୟ ଜଗତରେ ନିଜର ଅଭିନୟର ଦକ୍ଷତା ପ୍ରତିପାଦନ କରିବ‌ା ପରେ ରାଜନୈତିକ ଦୁନିଆରେ ପାଦ ଦେଇଥିବା ନୁସରତଙ୍କର ଆଜି ୩୧ତମ ଜନ୍ମଦିନ। ସେ ଆଜି ତାଙ୍କ ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି। ନୁସ୍‌ରତ ବଙ୍ଗଳା ସିନେମାର ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏହା ପରେ ସେ…

ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ମା’ କଟକ ଚଣ୍ଡୀଙ୍କ ମନ୍ଦିର ଦୁଆର

କଟକ: ଆଜିଠାରୁ କଟକର ଅଧିଷ୍ଠାତ୍ରୀ ଦେବୀ ମା’କଟକ ଚଣ୍ଡୀଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି । ୯ ମାସ ପରେ ଭକ୍ତ ମାଆଙ୍କୁ ଦେଖି ଭାବବିହ୍ୱଳ ହୋଇଛନ୍ତି । ଦେବୀଙ୍କୁ ଦେଖି ଭକ୍ତ ନିଜକୁ ଭାବରେ ବୁଡ଼ାଇ ଦେଇଛନ୍ତି । କୋଭିଡ କଟକଣା ସହ ଦର୍ଶନ ପାଇଁ ଟୋକନ ବ୍ୟବସ୍ଥା ହୋଇଛି ।…

୪୫ ଗ୍ରାମ ବ୍ରାଉନସୁଗର ଜବତ, ୬ ଜଣ ଅଟକ

ବାଲେଶ୍ୱର: ଭୋଗରାଇ ଉଦୟପୁର ନିକଟରୁ ୪୫ ଗ୍ରାମ ବ୍ରାଉନ୍‌ସୁଗର ଜବତ ହୋଇଛି । ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ମେରାଇନ୍ ଥାନା ପୋଲିସ୍‌ । ଜବତ ବ୍ରାଉନ୍‌ସୁଗରର ଆନୁମାନିକ ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ । ସେମାନେ କେଉଁଠୁ ଆଣିଲେ ବ୍ରାଉନସୁଗର ? କାହା ପାଇଁ ଆଣିଥିଲେ…

ଝୁଲନ୍ତା ଅବସ୍ଥାରେ ପୁରୁଷ ଓ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ: ଜଣେ ପୁରୁଷ ଓ ମହିଳାଙ୍କ ମୃତଦେହ ଉଦ୍ଧାର । ଓଲଟପୁର ଥାନା ଅନ୍ତର୍ଗତ କଣ୍ଟାପଡ଼ା ସରସ୍ଵତୀ ଶିଶୁମନ୍ଦିର ପଛ ପଟରୁ ଝୁଲନ୍ତା ଅବସ୍ଥାରେ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକମାନେ ହେଲେ ବାଘୁଆ ଗାଁର ଲୋଚନ ଭୋଇ ଓ ଚିନା…

ଛୋଟେ ନବାବ୍ ତୈମୁର୍‌ଙ୍କ ପ୍ରେମରେ ଡ୍ୟାନ୍ସ କୁଇନ୍‌ ନୋରା

ନୂଆଦିଲ୍ଲୀ: ନିଜର ସୌନ୍ଦର୍ଯ୍ୟ ଏବଂ ନୃତ୍ୟ ଶୈଳୀ ଦ୍ୱାରା ସମସ୍ତଙ୍କ ଆକର୍ଷିତ କରୁଥିବା ନୋରା ଫତେହି ଶେଷରେ ନିଜର ମନର କଥା ପ୍ରକାଶ କରିଛନ୍ତି। ସେ ବଲିଉଡ୍‌ର ଲୋକପ୍ରିୟ ଷ୍ଟାର୍‌ କିଡ୍ କରୀନା ଏବଂ ସୈଫ୍‌ଙ୍କ ପୁଅ ତୈମୁର୍‌ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏ ନେଇ ନୋରା ନିଜେ…

ସଡିନୀ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩୮ ରନରେ ଅଲଆଉଟ୍

ସିଡନୀ: ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୩୮ ରନରେ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ଆଜି ମ୍ୟାଚର ଦ୍ୱିତୀୟ ଦିନ । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭେନ୍ ସ୍ମିଥ ସର୍ବାଧିକ ୧୩୧ ରନ୍ ହାସଲ କରିଛନ୍ତି । ମାର୍ଣ୍ଣସ ଲାବୁସେନ୍ ୯୧ରନ୍ ଓ ଓ୍ୱିଲ ପୁକୋଭସ୍କି ୬୨ ରନ୍ କରିଛନ୍ତି । ଷ୍ଟିଭେନ୍…