ତୃତୀୟ ବାର୍ଷିକ କଳା ପ୍ରତିଭା ମହାସମ୍ମିଳନୀ ପାଳିତ
ବଲାଙ୍ଗିର: ପାଟଣାଗଡ,ପଶ୍ଚିମ ଓଡିଶା ଲୋକକଳା ପୁନରୁଦ୍ଧାର ପରିଷଦ ବଲାଙ୍ଗିରର ତୃତୀୟ ବାର୍ଷିକ କଳା ପ୍ରତିଭା ମହାସମ୍ମିଳନୀ ମାଁ ପାଟଣେଶ୍ୱରୀ ମହାବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଲୋକକବି ହଲଧର ନାଗ, ସମ୍ମାନୀତ ଅତିଥି ଭାବେ…