Latest Odisha News

BREAKING NEWS

୮ ମ୍ୟାଚ ପରେ ବିଜୟ ସ୍ୱାଦ ଚାଖିଲା ଓଡିଶା ଏଫସି, ୪-୨ରେ କେରଳ ବ୍ଲାଷ୍ଟର୍ସକୁ ହରାଇଲା

ଭୁବନେଶ୍ୱର: ଗୋଆର ବାମ୍ବୋଲିନ୍‌ଠାରେ ଗୁରୁବାର ଅନୁଷ୍ଠିତ ଆଇଏସଏଲର ଏକ ମ୍ୟାଚରେ ଓଡିଶା ଏଫସି ଚମତ୍କାର ପ୍ରଦର୍ଶନ କରି ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି । କ୍ରମାଗତ ୮ ମ୍ୟାଚ ପରେ ଓଡିଶା ବିଜୟ ସ୍ୱାଦ ଚାଖିଛି । କେରଳ ପକ୍ଷରୁ ଜୋର୍ଡାନ ମୁରେ ମ୍ୟାଚର ୭ମ ମିନିଟରେ ଗୋଲ…

ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ କରୋନା ଟୀକା ନେଲେ ଶିଳ୍ପା

ମୁମ୍ବାଇ: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଶିଳ୍ପା ଶିରୋଦକର ଦୁବାଇରେ କରୋନା ଟୀକା ନେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଏହି ସୂଚନା ଦେବା ସହ ଫଟୋ ମଧ୍ୟ ଶେୟାର କରିଛନ୍ତି । ଯାହା କି ଭାଇରାଲ ହେବାରେ ଲାଗିଛି । ଫଟୋରେ ଶିଳ୍ପା ମାସ୍କ ପିନ୍ଧିଥିବା ବେଳେ ଟୀକା ନେବା ପରେ…

ଓଡ଼ିଶାରୁ ୨୮୨ କରୋନା ରୋଗୀ ଆରୋଗ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୮୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨7 ହଜାର ୨୯୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ…

ମାସୁଦ ଆଝାରଙ୍କ ବିରୋଧରେ ଗିରଫ ୱାରେଂଟ ଜାରି କଲା ଏଟିସି

କରାଚୀ: ଜୈଶ-ଇ-ମହମ୍ମଦ ମୁଖ୍ୟ ତଥା ଆତଙ୍କବାଦୀ ମାସୁଦ ଆଝାରଙ୍କ ବିରୋଧରେ ପାକିସ୍ତାନ ଆତଙ୍କବାଦୀ ନିରୋଧୀ କୋର୍ଟ ଗିରଫ ୱାଂରେଟ ଜାରି କରିଛନ୍ତି । ଗଜରାନୱାଲ ଆତଙ୍କବାଦୀ ନିରୋଧୀ କୋର୍ଟ ଜେଏଏମ ଆଝାରଙ୍କ ସମେତ ଆଉ କେତେକ ସଦସ୍ୟଙ୍କ ବିରୋଧରେ ୱାଂରେଟ ଜାରି କରିଛି । ଫେବୃୟାରୀ ୨୦୧୯ରେ…

ଜୁଲାଇ ୩ରେ ଜେଇଇ ଆଡଭାନ୍ସଡ ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ଆଡଭାନ୍ସଡ ପରୀକ୍ଷା ଆସନ୍ତା ଜୁଲାଇ ୩ ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଘୋଷଣା କରିଛନ୍ତି। ଏହି ଅବସରରେ ଗୁରୁବାର ସେ କହିଛନ୍ତି ଯେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରେ ଆଡମିଶନ ପାଇଁ ଦ୍ୱାଦଶ ଶ୍ରେଣୀ…

ଏମସିସି ଓ ଏମଆରଏଫ କେନ୍ଦ୍ର ପରିଦର୍ଶନ କଲେ ପୁରୀ ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପୁରୀରେ ଜାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଦାୟୀ ଜିଲ୍ଲାପାଳ ବଲୱନ୍ତ ସିଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ଅବଗତ କରାଇଛନ୍ତି । ପୁରୀ ସହରରେ ଆବର୍ଜନା ସଂଗ୍ରହ ଓ…

ଟ୍ରମ୍ପଙ୍କ ଅସୁବିଧା ବଢ଼ିଲା, ଗିରଫ ୱାରେଂଟ ଜାରି କଲା ଇରାକ କୋର୍ଟ

ୱାଶିଂଟନ: ଆମେରିକା ସଂସଦ ଉପରେ ହିଂସାତ୍ମକ ଆକ୍ରମଣ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସୁବିଧାରେ ପଡିଥିବା ବେଳେ ଏବେ ଆଉ ଘଟଣା ଏହାକୁ ଦ୍ୱିଗୁଣିତ କରିଛି । ଇରାକ କୋର୍ଟ ଇରାନର ପ୍ରଭାବଶାଳୀ ଜେନେରାଲ କ୍ୱାସିମ ସୁଲେମାନ ଓ ନିଜ ଦେଶର ମିଲିଶିୟା ନେତାଙ୍କ ହତ୍ୟା ପଛରେ…

ସଂପ୍ରସାରଣ କ୍ଷେତ୍ରରେ ନାଲ୍‍କୋ ୩୦ ହଜାର କୋଟି ଟଙ୍କା ନିବେଶ କରିବ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‍କୋ ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ସଂପ୍ରସାରଣ ଓ ବିବିଧାୟନ ଯୋଜନାରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ। ଭୁବନେଶ୍ୱରଠାରେ ନାଲ୍‍କୋର ୪୧ତମ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଆରଏସ୍ ଅଧିକାରୀ

ବାଲେଶ୍ବର: ବାଲେଶ୍ବର ରେମୁଣା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀ ଗ୍ରାମ ପଞ୍ଚାୟତର ଜିଆରଏସ୍ ହେମନ୍ତ କୁମାର ପଢିଆରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ମୟୁରଭଞ୍ଜର ବଡ଼ସାହି ଥାନା ଅନ୍ତର୍ଗତ ନୂଆହାଟର ପୂର୍ଣ୍ଣ ଚନ୍ଦ୍ର ବିନ୍ଧାଣୀଙ୍କ…

କ୍ଷୁଧାମୁକ୍ତ ଓଡିଶା ଗଢିବା ଲକ୍ଷ୍ୟରେ ଲୋକାର୍ପିତ ହେଲା ଅନ୍ନପୂର୍ଣ୍ଣା ଟ୍ରଷ୍ଟ

ଭୁବନେଶ୍ୱର : ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଲୋକର୍ପଣ କରିଛନ୍ତି । ପାଞ୍ଚଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ଅନ୍ତର୍ଜତୀୟ ରୋଟାରୀ ଜିଲ୍ଲା ୩୨୬୨ ଭୁବନେଶ୍ୱର, ସୋ ଆମ୍ ଆଇ ଫାଉଣ୍ଡେସନ୍ ଟ୍ରଷ୍ଟ, ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ୍, ୟୁଥ ଫର ଆକ୍ସନ ଓ ଆର୍ଟ ଅଫ୍ ଲିଭିଙ୍ଗ୍…