ଆସନ୍ତୁ ଜାଣିବା କେଉଁ ସମ୍ପ୍ରଦାୟ ଶରୀରକୁ ରାମ ମନ୍ଦିର କରି ଦେଇଛନ୍ତି, କାନ୍ଥରେ ବାଡରେ ସବୁଠି ରାମଙ୍କ ନାମ
ରାୟପୁର: ଏବେ ସାରା ଭାରତ ରାମମୟ ହୋଇ ଉଠିଛି । ଏହି ଅବସରରେ ଆସନ୍ତୁ ଜାଣିବା ଛତିଶଗଡର ରାମନାମୀ ସମ୍ପ୍ରଦାୟର ଲୋକଙ୍କ ବିଷୟରେ । ଏମାନେ ମନ୍ଦିରରେ ପୂଜା କରନ୍ତି ନାହିଁ କି ମୂର୍ତି ପୂଜାକୁ ବିଶ୍ୱାସ କରନ୍ତି ନାହିଁ । ସେମାନେ ରାମଙ୍କ ପାଇଁ ଜୀବନ ଉତ୍ସର୍ଗୀକୃତ କରି ଦେଇଛନ୍ତି । ଶରୀରକୁ…