ଜାମ୍ମୁକଶ୍ମୀର ଡିଡିସି ନିର୍ବାଚନ: କଶ୍ମୀର ଉପତ୍ୟକାରେ ଫୁଟିଲା ଫୁଲ
ଲେହ: ଜାମ୍ମୁକଶ୍ମୀର ଜିଲ୍ଲା ବିକାଶ ପରିଷଦ (ଡିଡିସି)ରେ ବିଜେପି ପ୍ରଥମ ଥର ପାଇଁ କଶ୍ମୀର ଉପତ୍ୟତାରେ ଖାତା ଖୋଲିଛି । ଜମ୍ମୁରେ ବିଜେପି ଭଲ ପ୍ରଦର୍ଶନ ଜାରି ରଖିଥିବା ବେଳେ କଶ୍ମୀରରେ ଗୁପକାର ଗଠବନ୍ଧନ ଆଗରେ ରହିଛି । ତେବେ କଶ୍ମୀରରେ ବିଜେପି ଚମତ୍କାର ପ୍ରଦର୍ଶନ କରିବା ସହ ରିପୋର୍ଟ…