ଟୁଲ୍କିଟ୍ ମାମଲା: ଏକ ଦିନିଆ ପୋଲିସ ହେପାଜତକୁ ଗଲେ ଦିଶା
ନୂଆଦିଲ୍ଲୀ: ଗ୍ରେଟା ଥନବର୍ଗ ଟୁଲ୍କିଟ୍ ମାମଲାରେ ସୋମବାର ଦିନ ଦିଲ୍ଲୀର ଏକ କୋର୍ଟ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଏକ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି।
୨୨ ବର୍ଷିୟା ଦିଶାଙ୍କୁ ପାଞ୍ଚ ଦିନିଆ ହେପାଜତ ପାଇଁ ଦିଲ୍ଲୀ ପୋଲିସର ଅନୁରୋଧକୁ ପଟିଆଲା ହାଉସ କୋର୍ଟ…