Latest Odisha News

BREAKING NEWS

ସୁନ୍ଦରଗଡରେ ୬୦ ନୂଆ କରୋନା ପଜିଟିଭ; ରାଉରକେଲାରୁ ୫୦ ଚିହ୍ନଟ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ।…

ଆସାମରେ ବିଗୁଡୁଛି ବନ୍ୟା ସ୍ଥିତି; ମୃତ୍ୟୁ ସଂଖ୍ୟା ୮୯କୁ ବୃଦ୍ଧି

ଗୌହାଟୀ: ଆସାମରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ପ୍ରାୟ ୨୬ ଜିଲ୍ଲାର ୨୬.୩୧ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବନ୍ୟା ରିପୋର୍ଟ ଅନୁଯାୟୀ ବ୍ରହ୍ମପୁତ୍ର ଓ ତା’ର ଶାଖା ନଦୀରେ ଜଳସ୍ତର ବିପଦ…

ପୃଥିବୀ ଲୋକ ସଂଖ୍ୟାର ଅର୍ଦ୍ଧେକ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି

ନୂଆଦିଲ୍ଲୀ: ଡାଟା ରିପୋର୍ଟଲ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ୱର ଅର୍ଦ୍ଧେକ ଲୋକ ଏବେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । କରୋନା ମହାମାରୀ ଲକଡାଉନ ଯୋଗୁ ଏହାର ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ଉକ୍ତ ରିପୋର୍ଟ ଅନୁସାରେ ୩୯୬ କୋଟି ଲୋକ ଏବେ ସୋସିଆଲ ମିଡିଆ ବ୍ୟବହାର…

କରୋନାରେ ଗଲା ଆଉ ୬ ଜୀବନ, ମୃତ୍ୟୁସଂଖ୍ୟା ୧୧୪କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବଢ଼ି ଚାଲିଛି । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଯାଇଛି ଆଉ ୬ ଆକ୍ରାନ୍ତଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି । ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୫ ଜଣ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ…

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୧୨୦୦ ପାର୍

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୨୬୪ ଜଣ ସଂକ୍ରମିତ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ ରେ ପହଞ୍ଚିଛି। ସଦ୍ୟତମ ସୂଚନା ଅନୁଯାୟୀ, ଆଜି ଚିହ୍ନଟ ପଜିଟିଭଙ୍କ…

ବ୍ରାଜିଲ ରାଷ୍ଟ୍ରପତିଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପୁଣି ପଜିଟିଭ୍

ବ୍ରସିଲିଆ: ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ କୋଭିଡ୍ ଟେଷ୍ଟ ପଜିଟିଭ୍ ପୁଣି ଆସିଛି ପଜିଟିଭ୍ । ଏନେଇ ରାଷ୍ଟ୍ରପତିଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଦୁଇ ସପ୍ତାହ ପାଇଁ ବୋଲସୋନାରୋ କ୍ୱାରେଣ୍ଟାଇନରେ ରହିବେ । ଏହାସହ ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତ ସବୁ ବାତିଲ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସୁଇସାଇଡ ନୋଟର ଆସିଲା ଫରେନସିକ୍ ରିପୋର୍ଟ

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ପୂର୍ବରୁ ନିଜେ ଲେଖିଥିଲେ ସୁଇସାଇଡ୍ ନୋଟ୍ । ଆସିଲା ସୁଇସାଇଡ୍ ନୋଟର ଫେରନସିକ୍ ରିପୋର୍ଟ । ଆଦିତ୍ୟଙ୍କ ପୁରୁଣା ହାତଲେଖା ସହ ସୁଇସାଇଡ ନୋଟରେ ଲେଖା ଥିବା ହାତ ଲେଖା ମେଳ ଖାଉଛି । ଏହି ସୂଚନା ଦେଇଛନ୍ତି ରେଲଓ୍ୱେ ଏଡିଜି ପ୍ରଣବିନ୍ଦୁ…

ଗର୍ଭବତୀ ମହିଳାଙ୍କଠାରୁ ୧୪ ସଂକ୍ରମିତ ଚିହ୍ନଟ; ସିଲ ହେଲା ରାଜଧାନୀର ଆଉ ଏକ ବସ୍ତି

ଭୁବନେଶ୍ୱର: ଭୁବନେଶ୍ୱରରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ନାୟପଲ୍ଲୀ ଆଇଆରସି ଭିଲେଜ୍‌ ନିକଟସ୍ଥ ଗଣପତି ବସ୍ତିରୁ ଜଣେ ଗର୍ଭବତୀ ମହିଳାଙ୍କ ଠାରୁ ୧୪ଜଣ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଏହି ମହିଳାଙ୍କ ପାଖ ପଡୋଶୀ ହୋଇଥିବା ବେଳେ ଦୁଇ ଜଣ…

ଟ୍ରିପଲ ମର୍ଡର: ବାପା, ମାଆ ଓ ପୁଅକୁ ନିର୍ମମ ହତ୍ୟା

ସୋନପୁର: ବିନିକା ଅଞ୍ଚଳରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା । ମୃତକଙ୍କ ଭିତରେ ଅଛନ୍ତି ବାପା, ମାଆ ଓ 25 ବର୍ଷର ପୁଅ । ଘର ଭିତରୁ ସେମାନଙ୍କପ ମୃତଦେହ ମିଳିଛି । ବିନିକା ଅଞ୍ଚଳ ସିଲାଟି ଗାଁରେ ଘଟିଛି ଏହି ଲୋକଟାଙ୍କୁରା ହତ୍ୟାକାଣ୍ଡ । ପାରିପାର୍ଶ୍ୱିତ ସ୍ଥିତି ଓ…

ଦେଶରେ ସବୁ ରେକର୍ଡ଼ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୪୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୧ ଶହରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ: ଭାରତରେ ସବୁ ରେକର୍ଡ ଭାଙ୍ଗି କରୋନା ମହାମାରୀ ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚି ଯାଇଛି । ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୪୫,୭୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୨୯ ଜଣ ପ୍ରାଣ ହରାଇଛନ୍ତି। ଯାହା ସାଜିଛି ଚିନ୍ତାର କାରଣ । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା…