ସମ୍ପତ୍ତି ପାଇଁ ମହାଭାରତ; ବାପ, ପୁଅ, ବୋହୂ ଗୁରୁତର
ଖଲ୍ଲିକୋଟ: ସମ୍ପତ୍ତି ଭାଗ ଆଗରେ ତୁଚ୍ଛ ହେଉଛି ସମ୍ପର୍କ। ସମ୍ପତ୍ତି ପାଇଁ ହଣାହଣି ହେଉଛନ୍ତି ସମ୍ପର୍କୀୟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ।
ସୂଚନାନୁସାରେ, ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ…