Latest Odisha News

BREAKING NEWS

(ଭିଡିଓ)ନୟାଗଡ ପରୀ ମୃତ୍ୟୁ ମାମଲା: ଦୋଷ ସ୍ୱୀକାର କଲା ଅଭିଯୁକ୍ତ

ଭୁବନେଶ୍ୱର: ନୟାଗଡ ପରୀ ମୃତ୍ୟୁ ମାମଲାରେ ସତ ମାନିଲା ଅଭିଯୁକ୍ତ । ସେ କେମିତି ଓ କାହିଁକି ପରୀକୁ ହତ୍ୟା କରିଥିଲା ତାହାର ପୁରା କଥା ସେ ବର୍ଣ୍ଣନା କରିଛି । ଏ ନେଇ ଏକ ଭିଡିଓ ପୋଲିସ ପ୍ର୍ରସ୍ତୁତ କରିଛି । ଏଥିରେ ଅଭିଯୁକ୍ତ କହିଛି ଯେ ସେ ପରୀକୁ ତଳେ ପକାଇ ତଣ୍ଟି ଚିପି ଦେଇଥିଲା । ଏହା ପରେ ଅଖା ପୁରାଇ ବାଡିପଛ ପଟ ପୋଖରୀରେ ମୃତଦେହକୁ ଫିଙ୍ଗି ଦେଇଥିଲା ।

ଶୁଣନ୍ତୁ କଣ କହୁଛନ୍ତି ଅଭିଯୁକ୍ତ ।

Leave A Reply

Your email address will not be published.