Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ ସେ ୮ ଦିନରେ ଶ୍ରୀନଗରରୁ କାଶ୍ମୀର ସାଇକେଲ ଚଲାଇ ରେକର୍ଡ କଲେ

ନାସିକ: ନାସିକର ୧୮ ବର୍ଷୀୟ ଓମ ମହାଜନ ୮ ଦିନ ୭ଘଂଟା ଓ ୩୮ ମିନିଟରେ ଶ୍ରୀନଗରରୁ କାଶ୍ମୀର ସାଇକେଲ ଚଲାଇ ରେକର୍ଡ କରିଛନ୍ତି । ୧୮ ବର୍ଷ ଓମ୍ ୩୬୦୦ କିଲୋମିଟର ଦୂରତା ସହଜରେ ଅତିକ୍ରମ କରିଥିଲେ । ଆଡଭେନଚର ସାଇକ୍ଲିଂ ଓ ଆମେରିକା ରେସ୍‌ରେ ଭାଗ ନେବା ତାଙ୍କର ସ୍ୱପ୍ନ ବୋଲି ଏହି ଯୁବକ ଜଣକ…

ଶ୍ବେତଗଙ୍ଗା ପୁଷ୍କରିଣୀରେ ଉନ୍ନୟନ କାର୍ଯ୍ୟର ମୋ ଧାମ ମୋ ଗର୍ବ ଟିମର ସମୀକ୍ଷା

ପୁ୍ରୀ: ଶ୍ବେତଗଙ୍ଗା ପୁଷ୍କରିଣୀରେ ପର୍ଯ୍ୟଟକ ମାନଙ୍କ ପାଇଁ ଖୁବଶୀଘ୍ର ଉପଲବ୍ଧ ହେବ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ପାନୀୟ ଜଳ, ସ୍ନାନ ବେଳେ ସୁରକ୍ଷା ପାଇଁ ତାରଜାଲି ବାଡ, ଶୌଚାଳୟ ନିର୍ମାଣ, ଉଭୟ ପାର୍ଶ୍ବରେ…

ଦୁବାଇ ରାଜକୁମାରୀ ନିଜ ସୁରକ୍ଷାକର୍ମୀ ସହ ସମ୍ପର୍କ ରଖିଥିଲେ, ମୁହଁ ନ ଖୋଲିବା ପାଇଁ ୧୨ କୋଟି ଟଙ୍କାର ଲାଂଚ !

ଦୁବାଇ: ଦୁବାଇର ରାଜକୁମାରୀ ହୟାଙ୍କୁ ନେଇ ଏକ ଚାଂଚଲ୍ୟକର ଖବର ସୋସିଆଲ ସାଇଟରେ ଭାଇରାଲ ହେଉଛି । ଡେଲିମେଲ ଓ ନ୍ୟୁୟର୍କ ପୋଷ୍ଟରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି । ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ ୨୦୧୯ରେ ପତ୍ନୀ ହୟାଙ୍କୁ ଛାଡପତ୍ର ଦେଇଥିଲେ । ସେ ତାଙ୍କର ୬ଷ୍ଠ ପତ୍ନୀ…

ଫେମୋସ୍ କମେଡିଆନ୍ ଭାରତୀ ସିଂହ ଗିରଫ, ହର୍ଷଙ୍କୁ ପଚରାଉଚରା କରୁଛି ଏନସିବି

କମେଡିଆନ୍ ଭାରତୀ ସିଂହଙ୍କୁ ଗିରଫ କଲା ଏନସିବି । ତାଙ୍କ ସ୍ବାମୀ ହର୍ଷଙ୍କୁ ପଚରାଉଚରା କରୁଛି ଏନସିବି । ଆଜି ଏନସିବି ମୁମ୍ବାଇର ତିନିଟି ସ୍ଥାନରେ ଚଢାଉ କରିଥିଲା । ଭାରତୀଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଏନସିବି । ଚଢାଉ ବେଳେ ଭାରତୀଙ୍କ ଘରୁ ୮୬.୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଏହା…

ପୁନର୍ବାର ଘୁଂଚିପାରେ ଅଷ୍ଟ୍ରେଲିଆନ ଓପନ ଟେନିସ !

ସିଡନୀ:କରୋନା ମହାମାରୀ ଯୋଗୁ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ ପୁନର୍ବାର ଘୁଂଚିପାରେ । ଆସନ୍ତା ବର୍ଷ ଜାନୁୟାରୀ ବଦଳରେ ଏହା ଫେବୃୟାରୀ ଶେଷ ଭାଗରେ କିମ୍ବା ମାର୍ଚ୍ଚରେ ହୋଇପାରେ । ଟେନିସ ଅଷ୍ଟ୍ରେଲିଆ ଅବଶ୍ୟ ଏହି ଖବରକୁ ଖଣ୍ଡନ କରିଛି । ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଂଟ ଘୁଂଚାଇବା…

ହସ୍ପିଟାଲରେ ବିଲେଇ ଆତଙ୍କ, ବିପଦରେ ନବଜାତ ଶିଶୁ

ଜବଲପୁର: କୁହାଯାଏ ଡାକ୍ତରଖାନା ହେଉଛି ରୋଗୀଙ୍କ ପାଇଁ ସଂଜୀବନୀ ସ୍ଥଳୀ । ହେଲେ ମଧ୍ୟପ୍ରଦେଶର ଜବଲପୁରରେ ଲୋକେ କିନ୍ତୁ ଡାକ୍ତରଖାନା ଯିବାକୁ ଭୟ କରୁଛନ୍ତି । ସେମାନଙ୍କ ଭୟ ପଛରେ ଏକ ବିଲେଇ କାରଣ ସାଜିଥିଲାବେଳେ ବିପଦରେ ପଡିଛି ନବଜାତ ଶିଶୁଙ୍କ ଜୀବନ । ଜବଲପୁର ସରକାରୀ ହସ୍ପିଟାଲରେ…

କବିତା: ସମୟର କବର ତଳେ…….

ସାଧନା ପଣ୍ଡା  ଆୟୁଷର କଅଁଳ ଡେଣାରେ ସମୟ ଅଜାଡି ଦିଏ କୁଢ କୁଢ ମୃତ୍ୟୁ ର ଅଙ୍ଗାର , କହି ହୁଏନା ଶେଷ କେଉଁଠି ! ଏଇ ତ ଆରମ୍ଭ ମାତ୍ର ବଞ୍ଚିବାର କୁହେଳି ଭିତରେ ଅନ୍ଧାରରେ ଦେଖେ ଆଜି ଆପଣାର ମୁହଁ ଆଉଥରେ ...... ଆରମ୍ଭେ ସେଇଠି ..... !! ବନ୍ଦୀ ସେ ଚିରକାଳ ଏଇ ସମୟର କବର…

ହଜାତ ମୃତ୍ୟୁ ଘଟଣା; ପରିବାର ଉପସ୍ଥିତିରେ ସ୍ୱର୍ଗଦ୍ୱାରରେ ମୃତ ଯୁବକର ହେଲା ଶବଦାହ; ଭିଡ଼ିଓ ସେୟାର କଲା ପୋଲିସ

ପୁରୀ: ପୁରୀ ହଜାତ ମୃତ୍ୟୁ ଘଟଣାରେ ପ୍ରାଣ ହରାଇଥିବା ଯୁବକର ଶେଷକୃତ୍ୟ ତାର ପରିବାର ଲୋକଙ୍କ ଉପସ୍ଥିତିରେ ସ୍ୱର୍ଗଦ୍ୱାରଠାରେ ସମ୍ପନ୍ନ କରାଯାଇଛି। ଏନେଇ ପୁରୀ ଏସପି ଶନିବାର ଦିନ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି। Body of the deceased K. Ramesh cremated at #Puri…

ଭିଣୋଇ ସହ ଚାଟିଂ କରୁଥିଲା ଭଉଣୀ, ଗୁଳିମାଡ କଲା ଭାଇ !

ନୂଆଦିଲ୍ଲୀ: ଦିଲ୍ଲୀରେ ଭଉଣୀକୁ ଗୁଳିମାଡ କଲା ଭାଇ । ଗୁରୁବାର ୱେଲକମ୍ ଅଂଚଳରେ ଘଟିଥିବା ଏହି ଘଟଣାରେ ଆହତ ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲାବେଳେ ଗୁଳିମାଡ କରିଥିବା ଭାଇକୁ ପୋଲିସ ଥାନାରେ ଅଟକ ରଖିଛି । ଗୁଳିମାଡ କରିଥିବା ଅଭିଯୁକ୍ତର ବୟାନ ଅନୁଯାୟୀ ବଡ ଭଉଣୀର ସ୍ୱାମୀ ସହ…

ନିଜସ୍ୱ ଶୈଳୀରେ ପ୍ରସ୍ତୁତ ହେଲା ରେଜିଓନାଲ ନେଭିଗେଶନ ସାଟେଲାଇଟ ସିଷ୍ଟମ, ୪ର୍ଥ ଦେଶ ଭାବେ ଏହି ଗୌରବ ଅଧିକାରୀ ହେଲା…

ନୂଆଦିଲ୍ଲୀ:ଭାରତ ଆତ୍ମନିର୍ଭର ହେଉଛି । ଧିରେ ଧିରେ ଭାରତ ଜଳ, ସ୍ଥଳ ଓ ବାୟୁରେ ସୈନ୍ୟ କ୍ଷମତା ବୃଦ୍ଧି କରୁଛି । ନଭେମ୍ବର ୧୧ରେ ଭାରତ ରିଜିଓନାଲ ନେଭିଗେଶନ ସାଟେଲାଇଟ ସିଷ୍ଟମର ଅଧିକାରୀ ହୋଇଛତି । ଇସ୍ରୋ ଦ୍ୱାରା ଏହାକୁ ବିକଶିତ କରାଯାଇଛି । ବିଶ୍ୱରେ ୪ର୍ଥ ଦେଶ ଭାବେ ଭାରତ ଏହି…