ବର୍ତ୍ତିଲା ନାହିଁ ପୋଲିସ: ପାଟ୍ରୋଲିଂ ସମୟରେ ପୋଲିସ୍କୁ ମାଡ଼ ଅଭିଯୋଗ
ନିମାପଡା: ଅସାମାଜିକ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ। ପାଟ୍ରୋଲିଂ ବେଳେ କିଛି ଯୁବକ ନିମାପଡା ପୋଲିସ ଉପରେ ଆକ୍ରମଣ କରିଥିବା ସୂଚନା। ଏଥିରେ ନିମାପଡା ଥାନାର ଏସାଇ ଏସ୍ଆଇ ପ୍ରଦୀପ କୁମାର ଯୁଝାରସିଂଙ୍କ ସମେତ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି
ଖବର ଅନୁଯାୟୀ, ଶନିବାର ରାତି…