Latest Odisha News

BREAKING NEWS

ଶେଷରେ ବାଇଡେନଙ୍କ ବିଜୟକୁ ସ୍ୱୀକାର କଲେ ଟ୍ରମ୍ପ, ଏମିତି କଥା କହିଲେ

ଓ୍ୱାଶିଂଟନ୍: ଶେଷରେ ସତ ମାନିଲ ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋ ବାଇଡେନ୍ ବିଜୟୀ ଓ ତାଙ୍କର ପରାଜୟ ହୋଇଥିବା ସ୍ୱୀକାର କରିଛନ୍ତି । କିନ୍ତୁ ଅଭିଯୋଗ ସହ ପରାଜୟକୁ ସ୍ୱୀକାର କରିଛନ୍ତି ଟ୍ରମ୍ପ । ଭୋଟିଂରେ ହେରଫେର ଅଭିଯୋଗ ଆଣିଛନ୍ତି । ଟ୍ୱିଟ୍ କରି ବାଇଡେନଙ୍କ…

ଦିଲ୍ଲୀରେ କରୋନା ମୁକାବିଲା ପାଇଁ ୧୨ ସୂତ୍ରୀ ପ୍ଲାନ୍, ଦିନକୁ ହେବ ଲକ୍ଷେ ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୁକିବାଲା ସହ ଟ୍ରେସିଂ, ଟ୍ରେସିଂ ଓ ଟିର୍ଟମେଣ୍ଟ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି । କୋଭିଡ୍ ଟେଷ୍ଟକୁ ଦ୍ୱିଗୁଣିତ କରାଯିବ । ଅର୍ଥାତ ଖୁବଶୀଘ୍ର ଦୈନିକ ଲକ୍ଷେ କୋଭିଡ୍ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି ।…

ଭଲ ଖବର: ରାଜ୍ୟରେ ୧୦ ହଜାର ତଳକୁ ଖସିଲା କରୋନା ଆକ୍ଟିଭ କେସ୍

ଭୁବନେଶ୍ୱର: କରୋନା ସହ ଲଢେ଼ଇ ଭିତରେ ରାଜ୍ଯ ଦେଇଛି ଖୁସି ଖବର । ବଢୁଛି ସୁସ୍ଥତା ହାର। କମୁଛି ଆକ୍ଟିଭ କେସ୍। ରାଜ୍ୟରେ ୧୦ ହଜାର ତଳକୁ ଖସିଲା କରୋନା ସକ୍ରିୟ ମାମଲା । ଆଜି ରାଜ୍ୟରୁ ୧୩ ଶହ ୪୬ ସଂକ୍ରମିତ ସୁସ୍ଥ ହେବା ପରେ ଆକ୍ଟିଭ ସଂଖ୍ୟା ୯ ହଜାର ୨୧୭କୁ ଖସିଛି। ବର୍ତ୍ତମାନ ରାଜ୍ୟରେ…

ତୃତୀୟ ଥର ଲାଗି ପୂର୍ବତଟ ରେଳପଥକୁ ମିଳିବ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ରାଷ୍ଟ୍ରୀୟ ପୁରସ୍କାର

ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ପୂର୍ବତଟ ରେଳପଥକୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମିଳିଛି ସମ୍ମାନୀୟ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ରେଳବାଇ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍ଡ -୨୦୨୦ ଗ୍ରହଣ କରିବ। ଟ୍ରାଫିକ୍ (ପଣ୍ୟ) ପରିବହନ, ଲେଖା ଏବଂ ଆର୍ଥିକ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୩୪୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗୋଟିଏ ଦିନରେ ପ୍ରାୟ ୧୩୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଯାହାକୁ ମିଶାଇ ସୁସ୍ଥତାଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୮୬୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

୨୦୨୧ ମାର୍ଚ୍ଚ ସୁଦ୍ଧା ଓଡିଶାରେ ହେବ ଷ୍ଟାର୍ଟଅପ୍ ହବ୍‌

ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡିଶାକୁ ଷ୍ଟାର୍ଟଅପ୍ ଲିଡରର ସ୍ୱୀକୃତି ମିଳିଛି । ୨୦୧୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ର‌୍ୟାଙ୍କିଂରେ ଏହା ସ୍ଥାନ ପାଇଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ଷ୍ଟାର୍ଟଅପ୍ କାଉନସିଲରୁ…

ମୋବାଇଲ କମ୍ପାନୀ ପାଇଁ ୪୦ ବର୍ଷୀୟଙ୍କ ଆତ୍ମହତ୍ୟା ଉଦ୍ୟମ !

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ରୋହିଣୀ ଅଂଚଳରେ ସାମ୍ନାକୁ ଆସିଥିଲା ଏକ ଅବିଶ୍ୱସନୀୟ ଘଟଣା । ସାମାନ୍ୟ ଏକ ମୋବାଇଲ ଫୋନ୍ ପାଇଁ ହୋଇଥିଲା ଆତ୍ମହତ୍ୟା ଉଦ୍ୟମ । ନିଜ ଦେହରେ ନିଆଁ ଲଗାଇଦେଇଥିଲେ ଜଣେ ୪୦ ବର୍ଷୀୟ ବ୍ୟକ୍ତି । ଏହି ଘଟଣା ଯେତିକି ଅସାଧାରଣ, ଏହା ପଛର କାରଣ ବି ସେତିକି ସାଧାରଣ…

ମାଲକାନଗିରି ଜିଲ୍ଲାପାଳଙ୍କୁ ଧରିଲା ପୋଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଦେବ ନାରାୟଣ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ନେଇ ପୋଲିସ ରବିବାର ଦିନ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ୪ ଜଣ କର୍ମଚାରୀଙ୍କ ବିରୋଧରେ ଏକ ମାମଲା କରୁଛି । ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ…

ପ୍ରେମିକକୁ ବାଏବାଏ କହିଲେ ଟାଇଗରଙ୍କ ଭଉଣୀ

ମୁମ୍ବାଇ: ଟାଇଗରଙ୍କ ଭଉଣୀ, ଜ୍ୟାକି ସ୍ରଫଙ୍କ ଲାଡଲି କ୍ରିଷ୍ଣା ସ୍ରଫ୍ । ବେଶ କିଛିବର୍ଷ ଧରି କ୍ରିଷ୍ଣାଙ୍କର ବାସ୍କେଟ ବଲ୍ ଖେଳାଳି ଇବାନ୍ ହେମ୍ସଙ୍କ ସହ ପ୍ରେମ ସଂପର୍କ ରହିଥିଲା । ହେଲେ ନିକଟରେ ଖୋଦ କ୍ରିଷ୍ଣା ସୋସିଆଲ ମିଡିଆରେ ତାଙ୍କ ସଂପର୍କ ଛିନ୍ନ କରିଥିବା ଏକ ଲମ୍ବା ଚଉଡା ପୋଷ୍ଟ…

ନଦୀକୁ ଡେଇଁଲେ ମହିଳା; ଓଡିଆ ଅଭିନେତାଙ୍କ ପତ୍ନୀ ବୋଲି ଚର୍ଚ୍ଚା!

କଟକ: କଟକର ମଧୁସୂଦନ ବ୍ରିଜ ଉପରୁ ମହାନଦୀକୁ ଜଣେ ମହିଳା ରବିବାର ଦିନ ଡେଇଁ ପଡିଥିଲା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ସମ୍ପୃକ୍ତ ମହିଳା ଜଣକ ବ୍ରିଜ୍ ନିକଟରେ ଗାଡି ରଖି ନଦୀକୁ ଡେଉଁଥିବା ନେଇ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଯାହା ପରେ ସଙ୍ଗେସଙ୍ଗେ…