ମିକ୍ସଚର ମେସିନ ଧକ୍କାରେ ପ୍ରାଣ ହାରାଇଲେ ବୃଦ୍ଧ
ପୁରୀ: ପୁରୀ ମୋଚିସାହି ଛକରେ ରାସ୍ତା ନିର୍ମାଣରେ ବ୍ୟବହୃତ ମିକ୍ସଚର ମେସିନ ସହ ଧକ୍କା ହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।ମୃତକ ହେଉଛନ୍ତି ଟାଉନ ଥାନା ଅନ୍ତର୍ଗତ ତ୍ରିନାଥ ପାଳ।
ଧୂପକାଠି ବ୍ୟବସାୟ କରୁଥିବା ତ୍ରିନାଥ ଆଜି ଅପରାହ୍ନରେ ସାଇକେଲ ଯୋଗେ ଯାଉଥିବାବେଳେ ମୋଚିସାହି ଛକ…