ଏସ୍ସିଓ ସମ୍ମିଳନୀରେ ମୋଦୀଙ୍କ ଅଭିଭାଷଣ; ମିଳିତ ଜାତିସଂଘର ମୌଳିକ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ
ନୂଆଦିଲ୍ଲୀ: ଆଜି ରୁଷିଆରେ ଆୟୋଜିତ SCOର ଭର୍ଚୁଆଲ୍ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ। ଚୀନ୍ ସହ ଚାଲିଥିବା ବିବାଦ ମଧ୍ୟରେ ଏହା ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ମୁହାଁମୁହିଁ ହୋଇଥିଲେ। ଏହି ବୈଠକ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର…