Latest Odisha News

BREAKING NEWS

ଖଇର ଓ କୁଡଡୁ କାଠ ବୋଝେଇ ଟ୍ରକ୍ ଜବତ, ୨ ଜଣ ଗିରଫ 

ବଲାଙ୍ଗିର: ବେଆଇନ୍ ଚାଲାଣ ବେଳେ ବଲାଙ୍ଗିର ଜିଲ୍ଲା ସାଲେଭଟାରୁ ବିପୁଳ ପରିମାଣର ଖଇର ଓ କୁଡଡୁ କାଠ ବୋଝେଇ ଟ୍ରକ ଜବତ । ବନ ବିଭାଗ କାଠ ବୋଝେଇ ଟ୍ରକକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଦେଓଗାଁ ବ୍ଲକ ବନ୍ଧପଡ଼ା ଅଞ୍ଚଳରୁ ବେଆଇନ ଭାବରେ କାଠ ସମ୍ୱଲପୁରକୁ ଚାଲାଣ କରାଯାଉଥିଲା ।…

ମା’ ହେବା ପରେ ପ୍ରଥମ ଥର ପାଇଁ ସୋସିଆଲ୍‌ ମିଡିଆରେ ଏହି ବିଶେଷ ବାର୍ତ୍ତା ଦେଲେ ଅନୁଷ୍କା

ନୂଆଦିଲ୍ଲୀ: ଗତ ଜାନୁଆରୀ ୧୧ରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ମା ହୋଇଛନ୍ତି। ମା ହେବା ସମୟରେ ମଧ୍ୟ ସେ ଲଗାତାର ପୋଷ୍ଟ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ମା ହେବା ପରେ ସେ ପ୍ରଥମ ଥର ପାଇଁ ଏହି ପୋଷ୍ଟ ସେୟାର କରିଛନ୍ତି। ବାସ୍ତବରେ ଅନୁଷ୍କା ଗାବା ଟେଷ୍ଟ ମ୍ୟାଚରେ ଭାରତୀୟ…

ଏଲଆଇସିର ଏମଡି ହେଲେ ସିଦ୍ଧାର୍ଥ ମହାନ୍ତି

ଭୁବନେଶ୍ୱର: ବୀମା କମ୍ପାନୀ ଏଲଆଇସିର ପରିଚାଳନା ନିର୍ଦେଶକ ତଥା ଏମ୍‌ଡି ଭାବେ ଦାୟିତ୍ଵ ନିର୍ବାହ କରିବେ ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି। ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିବା ବେଳେ ସେ ଆସନ୍ତା ଫେବୃଆରୀ ୧ରୁ କାର୍ଯ୍ୟଭାର ସମ୍ଭାଳିବେ। ସିଦ୍ଧାର୍ଥ ଟି.ସି. ସୁଶିଲ କୁମାରଙ୍କ…

ପରଲୋକରେ ଓଲିଉଡ ଜଗତର ବରିଷ୍ଠ ଅଭିନେତା ରବି ମିଶ୍ର

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ରବି ମିଶ୍ର ଙ୍କର ଆଜି ପରଲୋକ ହୋଇଛି। ହୃଦଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ଶ୍ରୀ ମିଶ୍ରଙ୍କ…

ଦେଶରେ ୨ଲକ୍ଷ ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍, ଆଜି ୧୩ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ ଖସୁଛି କରୋନା ଆକ୍ଟିଭ୍ କେସ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବି କମିଛି । ଦେଶରେ ୨ ଲକ୍ଷ ତଳକୁ ଖସିଛି କରୋନା ସକ୍ରିୟ ମାମଲା । ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୯୭ହଜାର ୨୦୧ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ…

ଗଞ୍ଜାମ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା

ଗଞ୍ଜାମ: ପୁଣି ଫୁଟିଲା ଗୁଳି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ମୃତକ ହେଲେ ଦେବରାଜ ସାହୁ । ସୁମଣ୍ଡଳ ଛକରେ ଚା ପିଉଥିବା ବେଳେ ଦେବରାଜଙ୍କୁ ଗୁଳିମାଡ଼ ହୋଇଛି । ୩ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର୍…

ଆଜିଠୁ ଆମେରିକାରେ ବାଇଡେନ୍ ଯୁଗର ଆରମ୍ଭ

ଓ୍ୱାଶିଂଟନ୍: ଆମେରିକାରେ ଆଜିଠୁ ବାଇଡେନ୍ ରାଜ୍ । ଦେଶରେ ନୂଆ ରାଷ୍ଟ୍ରପତି ଭାବରେ ଶପଥ ନେବେ ଜୋ ବାଇଡେନ୍ । ତାଙ୍କୁ ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି ଜନ୍‌ ରବର୍ଟସ୍‌ । ବାଇଡେନଙ୍କ ସହ ଉପରାଷ୍ଟ୍ରପତି ଭାବରେ କମଲା ହାରିସ ଶପଥ ନେବେ । ବାଇଡେନ ଦେଶରେ ୪୬ତମ ରାଷ୍ଟ୍ରପତି ଭାବରେ…

ବାଲୁକା କଳାରେ ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା

ପୁରୀ: ଆଜିଠୁ ଆମେରିକାରେ ବାଇଡେନ୍ ରାଜ୍ । ଶପଥ ନେବେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ । ତାପୂର୍ବରୁ ବାଲୁକାକଳାରେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁଦର୍ଶନ ବାଲିରେ…

ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୩ ମୃତ

ପଶ୍ଚିମବଙ୍ଗ ଜଲପାଇଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ କିଛି ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ । ଗତକାଲି ବିଳମ୍ବିତ ରାତିରେ ଜଲପାଇଗୁଡ଼ି…

ରାଜ୍ୟରେ ୭ଟି ସ୍ଲାବରେ କୋହଳ ହେବ ସ୍କୁଲ ଫି’, ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କୋହଳ ହେବ ସ୍କୁଲ ଫି । ଘରୋଇ ସ୍କୁଲ, ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି…