ସାମାଜିକ ଦୂରତ୍ବ ନିୟମ ଉଲଘଂନ; କଟକରେ ୩ ଦୋକାନ ସିଲ୍
କଟକ: ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ପକ୍ଷରୁ ତିନୋଟି ଦୋକାନକୁ ସିଲ୍ କରାଯାଇଛି।
ଦୋକାନଗୁଡ଼ିକ ମଧ୍ୟରେ ରହିଛି- ଚୌଧୁରୀ ବଜାରରେ ଥିବା ଡିଡି ଟେକ୍ସଟାଇଲ୍, ଦୋଳମୁଣ୍ଡାଇରେ ଏମ ବଜାର ଏବଂ ନନ୍ଦୀ ସାହିର ଆରିୟାନ୍…