ଶ୍ରୀମନ୍ଦିରରେ ଦ୍ୟୂତ କ୍ରୀଡା ଉତ୍ସବ..
ପୁରୀ: ଶ୍ରୀମନ୍ଦିର ରେ କୁମାରପୂର୍ଣ୍ଣିମା ଅବସରରେ ଅନନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଭିତର ଚନ୍ଦନ ଲାଗି ଓ ବଡ଼ସିଂହାର ବେଶ ପରେ ସିଂହାସନ ତଳେ ଶକଟା, ପଶା ଓ କଉଡି ଖେଳ ହୋଇଥିଲା ।
ସିଂହାସନ ତଳେ ଏହା ସରିବା ପରେ ସିଂହାସନ ଉପରେ ମଧ୍ୟ ଏହି କଉଡି ଖେଳ ଅନୁଷ୍ଠିତ ହୋଇଥିଲା।…