ବାତ୍ୟା ବୁଲବୁଲ୍: ଆଉ ଏକ ଜିଲ୍ଳାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଘୋଷଣା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ବୁଲବୁଲ ପ୍ରଭାବରେ ଶୁକ୍ରବାର ଓ ଶନିବାର ଓଡ଼ିଶା ତଥା ପଶ୍ଚିମବଙ୍ଗରେ ହେବାକୁ ଥିବା ସମ୍ଭାବ୍ୟ ବର୍ଷା ତଥା ପବନକୁ ଲକ୍ଷ୍ୟ ରଖି ଶୁକ୍ରବାର ଦିନ ଓଡ଼ିଶାର ଆଉ ଏକ ଜିଲ୍ଲାର ସ୍କୁଲ ଗୁଡିକୁ ଜିଲ୍ଲା ପ୍ରଶାସନ ଛୁଟି ଘୋଷଣା କରିଛନ୍ତି।
ଆଜି ଯାଜପୁର…