Latest Odisha News

BREAKING NEWS

କେରଳ ଶ୍ରେଷ୍ଠ ଶାସିତ ରାଜ୍ୟ, ଓଡ଼ିଶାକୁ ନେଗେଟିଭ୍ ର‌୍ୟାଙ୍କ

ବେଙ୍ଗଳୁରୁ: ଦେଶରେ କେରଳ ହେଉଛି ଶ୍ରେଷ୍ଠ ଶାସିତ ରାଜ୍ୟ । ଏହି କ୍ଷେତ୍ରରେ ଓଡିଶାର ସ୍ଥିତି ନୈରାଶ୍ୟଜନକ । ନେଗେଟିଭ୍ ପଏଂଟ ସ୍କୋର ସହ ର‌୍ୟାଙ୍କିଙ୍ଗରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡିଶା । ସ୍ଥାୟୀ ବିକାଶ ପ୍ରସଙ୍ଗରେ ଆଧାରିତ ଉନ୍ନତ ଶାସନ ବ୍ୟବସ୍ଥାକୁ ନେଇ ଏହି ସର୍ଭେ କରାଯାଇଛି…

ଅଜବ ନିଶା; ତମାଖୁ ପାଇଁ ଟ୍ରେନ୍ ଚେନ୍ ଟାଣିଲେ ବ୍ୟକ୍ତି

ବାରଣାସୀ: ବାରଣାସୀରେ ଶୁକ୍ରବାର ଦିନ ଜଣେ ବ୍ୟକ୍ତି ଟ୍ରେନ୍ ପୁଲିଂ କରିଥିବା ନେଇ ଚର୍ଚ୍ଚା ହେଉଛି। ହେଲେ ଚେନ୍ ଟାଣିବାର କାରଣ ଜାଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇପଡିବ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଘଟଣାଟି ସରାୟ କଂସରାୟ ରେଳ ଷ୍ଟେସନରେ ଘଟିଛି । ସମ୍ପୃକ୍ତ ବ୍ୟକ୍ତି ଜଣକ…

କରୋନା ଯୋଗୁ ପୁଣି ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ୱାଲ୍ଟ ଡିଜ୍‌ନି ୱାର୍ଲଡ୍

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ଯୋଗୁଁ ୱାଲ୍ଟ ଡିଜ୍‌ନି ୱାର୍ଲଡ୍‌ ତାର ୧୧୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୂଚନା ଦେଇଛି। ଏହା ପରେ କମ୍ପାନୀର ଫ୍ଲୋରିଡା ଭିତ୍ତିକ ରିସର୍ଟରେ ମହାମାରୀ ହେତୁ ଚାକିରୀ ହରାଇଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୧୮୦୦୦ ହେବ। ଡିଜ୍‌ନି…

ଗଙ୍ଗାନଦୀ କୂଳରେ ଶକ୍ତିମାନ ଶ୍ରବଣ କୁମାର !

ଭୁବନେଶ୍ୱର: ସେ ପୋଲିସ ହୁଅନ୍ତୁ ଅବା ଦେଶର ସେନା । ନାଗରିକ ତଥା ମାଟି ମାଆକୁ ବଂଚାଇବା ପାଇଁ ଅନେକ ନିଜ ଜୀବନକୁ ବାଜି ଲଗାଇଦେଇଥାନ୍ତି । ଏହି ତାଲିକାର ସାମିଲ ଅଛନ୍ତି ଶବଣ କୁମାର । ହେଲେ ଶ୍ରବଣ କୌଣସି ସଙ୍ଗଠନ ପାଇଁ କାମ କରନ୍ତିନି । ବରଂ ନିଃସ୍ୱାର୍ଥପର ଭାବେ ଲୋକଙ୍କୁ ମରଣ ମୁଖରୁ…

ନକଲି ନା ଅସଲି

ଆଗେ ଆମେ ଯେତେବେଳେ ଦୋକାନ ବଜାରକୁ ଯାଉଥିଲେ ସବୁବେଳେ କିଛି ଜିନିଷ କିଣିଲା ବେଳେ ଆଗ ଦୋକାନୀକୁ ପଚାରୁଥିଲେ ଇଏ ଅସଲି ତ କିଛି ନକଲି ଜିନିଷ ଦେଉନ ତ। ଆମେ ଯେମିତିକି ଶୁଣିଛେ ନକଲି ସୁନା, ନକଲି ଟଙ୍କା, ନକଲି ଘିଅ କିନ୍ତୁ ଏଵେ ଏଵେ ନକଲି ଶବ୍ଦ ବେଶୀ ଶୁଣିବାକୁ ମିଳୁଛି ଯେମିତିକି ନକଲି…

ଭାରତ ପରେ ଏବେ ବ୍ରିଟେନ୍‌ର ଖାଦ୍ୟ ଅଭାବ ଦୂର କରିବ ‘ଅକ୍ଷୟ ପାତ୍ର’

ନୂଆଦିଲ୍ଲୀ: ଭାରତର ଗରିବ ପିଲାମାନଙ୍କୁ ଖାଦ୍ୟ ଯୋଗାଉଥିବା ସଂସ୍ଥା 'ଅକ୍ଷୟ ପାତ୍ର ଚ୍ୟାରିଟି' ବ୍ରିଟେନର ଜିଏମଏସପି ଫାଉଣ୍ଡେସନ ସହିତ ଅଭାବୀ ପିଲାମାନଙ୍କୁ ମାଗଣା ଖାଦ୍ୟ ଯୋଗାଇବା ପାଇଁ ହାତ ମିଳାଇଛି। ଏହି ଚ୍ୟାରିଟି ଉତ୍ତର-ପଶ୍ଚିମ ଲଣ୍ଡନରେ ଅବସ୍ଥିତ ୱାଟଫୋର୍ଡର ନୂତନ ହାଣ୍ଡିଶାଳରୁ…

କେନ୍ଦ୍ରାପଡାରୁ ଉଦ୍ଧାର ହେଲା ବିରଳ ପ୍ରଜାତିର କୋବ୍ରା, ଦେଖନ୍ତୁ ଭିଡିଓ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଗ୍ରାମର ହୃଦାନନ୍ଦ ମଲ୍ଲିକଙ୍କ ଘରୁ ସ୍ନେକ ହେଲ୍ପଲାଇନ ସଦସ୍ୟମାନେ ଏକ ବିରଳ ଧଳା ସାପକୁ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ ତାଙ୍କ ଘର ଭିତରେ ସାପ ପଶିଯାଇଥିବା ଜାଣିବା ପରେ ପରିବାରର ସଦସ୍ୟମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ…

ଦୀପାବଳୀ ପୂର୍ବରୁ ଭକ୍ତଙ୍କୁ ମିଳିଲା ମାଙ୍କ ଆଶୀର୍ବାଦ; ଏବେ ଦୈନିକ ୧୫୦୦୦ ଶ୍ରଦ୍ଧାଳୁ କରିପାରିବେ ମା ବୈଷ୍ଣୋ…

ଜାମ୍ମୁ: ଦିପାବଳୀ ପୂର୍ବରୁ ଶ୍ରୀ ମାତା ବୈଷ୍ଣୋ ଦେବୀ ତାଙ୍କ ଭକ୍ତଙ୍କୁ ଏକ ବିରାଟ ଉପହାର ଦେଇଛନ୍ତି। ଦିପାବଳୀ ପୂର୍ବରୁ ଦୈନିକ ପରିଦର୍ଶନ କରିବାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିଦିଆଯାଇଛି। ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ପାର୍ବଣ ଋତୁରେ ମାତାଙ୍କ…

ଦୀପାବଳୀର ବମ୍ପର୍‌ ଅଫର୍‌; ସ୍ମାର୍ଟଫୋନ୍‌ ଉପରେ ମିଳୁଛି ୪୦ ହଜାର ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଯଦି ଆପଣ ନିଜେ କିମ୍ବା ଆପଣଙ୍କ କୌଣସି ଖାସ୍‌ ଲୋକଙ୍କୁ ମୋବାଇଲ୍ ଫୋନ୍ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଏହି ଦିପାବଳୀ ଆପଣଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟରେ ଆକର୍ଷଣୀୟ ଅଫର୍ ସହିତ ସୁଲଭ ମୂଲ୍ୟରେ ମିଳୁଛି ଆପଲ୍, ସାମସଙ୍ଗ୍‌, ମୋଟରୋଲା ପରି ବଡ…

ପୁରୀ ଗସ୍ତରେ ସ୍ୱାତ୍ମାନନଦେନ୍ଦ୍ର ସରସ୍ୱତୀ ମହାରାଜ୍

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ସ୍ଥିତ ବିଶାଖାପାଟଣାର ବିଶାଖାଶ୍ରୀ ଶାରଦା ପୀଠମର ଉତ୍ତରାଧିକାରୀ ସ୍ୱାତ୍ମାନନଦେନ୍ଦ୍ର ସରସ୍ୱତୀ ମହାରାଜ୍ ପୁରୀ ଗସ୍ତରେ ଆସିଛନ୍ତି। କୋଭିଡ-୧୯ କଟକଣା ସମୟରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ପାଇଁ ବନ୍ଦ ରହିଥିବାରୁ ସେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ…