Latest Odisha News

BREAKING NEWS

ଓଡ଼ିଶା ଆଣିବା ପୂର୍ବରୁ ପ୍ରବାସୀ ଓଡ଼ିଆଙ୍କ ପରୀକ୍ଷା କରାଯାଉ: ନିରଂଜନ

ଭୁବନେଶ୍ୱର: ମେ ୩ ତାରିଖ ପରେ ବାହାର ରାଜ୍ୟରୁ ଓଡିଶା ଫେରିବେ ଲକ୍ଷାଧିକ ଶ୍ରମିକ । ଏଥିପାଇଁ ରାଜ୍ୟ ସରକାର ବଡ ଧରଣର ଯୋଜନା କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ରହିବା, ଖାଇବା ଓ ଚିକିତ୍ସାର ବ୍ୟାବସ୍ଥା କରାଯାଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ…

କୋଭିଡ-୧୯ ଲକଡାଉନ: ପୋଲିସ ବାବୁଙ୍କ ପରେ ଶ୍ରୀମନ୍ଦିରରେ ପଶିଲେ ଠିକାଦାର

ପୁରୀ: ଜଳ କ୍ରିଡ଼ା ମଣ୍ଡପ ନିର୍ମାଣ ଲାଗି ଜଣେ କଣ୍ଟ୍ରାକ୍ଟର ଏବଂ ତାଙ୍କ ସହଯୋଗୀ କରୋନା ହଟପୋଷ୍ଟ ଅଞ୍ଚଳ ଭୁବନେଶ୍ୱରରୁ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟରେ ପ୍ରବେଶ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନାନୁଯାୟୀ, କୋଭିଡ-୧୯ର ମୁକାବିଲା ଲାଗି ସରକାରଙ୍କ…

ଓଡ଼ିଶାର ଏହି ୪ଟି ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ମଙ୍ଗଳବାର ଦିନ ଓଡ଼ିଶାର ୪ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ବାଲେଶ୍ଵର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।…

କୋରାପୁଟରେ ଦୋକାନ ଖୋଲିବା ଉପରେ ଲାଗିଲା କଟକଣା

ଜୟପୁର: କୋରାପୁଟ ଜିଲ୍ଲାରେ ସୋମବାର ଦିନ ପ୍ରଥମ କରୋନା ପଜିଟିଭ ମାମଲା ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇଛି। କୋରାପୁଟ ପ୍ରଶାସନ ପକ୍ଷରୁ ଜିଲ୍ଲାରେ କ'ଣ ଖୋଲିବ ଏବଂ କ'ଣ ବନ୍ଦ ରହିବ, ସେନେଇ ଏକ ତାଲିକା ପ୍ରକାଶ ହୋଇଛି।…

କରୋନା କଟକଣା ମଧ୍ୟରେ ନିଆରା ବିବାହ: ବୈଦିକ ରୀତିନୀତିରେ ପଡିଲା ହାତଗଣ୍ଠି

ଯାଜପୁର: ମହାମାରୀ କରୋନା ଭୂତାଣୁର ମୁକାବିଲା ପାଇଁ ଏବେ ଲକଡାଉନରେ ସାରା ଦେଶ । ଗାଁ ଠୁ ସହର ସବୁଠି ଏବେ ତାଲାବନ୍ଦ । ଏଭଳି ଲକଡାଉନ୍ କଟକଣା ଭିତରେ ବୈଦିକ ରିତିନିତୀରେ ସମ୍ପର୍ଣ୍ଣ ହୋଇଛି ବାହାଘର । ମୁହଁରେ ମାସ୍କ ପିନ୍ଧି ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ବର କନ୍ୟା । ଏଭଳି ଏକ…

ବିଶ୍ବରେ ୩୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: କରୋନା କବଳରେ ସାରାବିଶ୍ୱ । ଏହାର ପ୍ରଭାବରେ ସମ୍ପୂର୍ଣ୍ଣ ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩୦ ଲକ୍ଷ ୬୪ ହଜାର ୮୯୪ ଜଣ…

୨ ଦିନରେ ରାଉରକେଲାରେ ୭ କରୋନା ପଜିଟିଭ ଚିହ୍ନଟ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଗତ ଦୁଇ ଦିନ ମଧ୍ୟରେ ୭ଟି କରୋନା ମାମଲା ଚିହ୍ନଟ ହୋଇଛି। ଏପ୍ରିଲ ୨୬ ରେ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ରାଉରକେଲାର ପ୍ରାୟ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଟୁଇଟ୍ କରିଥିଲେ । ସେମାନଙ୍କୁ ମଧ୍ୟରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ…

କରୋନା ମହାମାରୀ: ୨୪ ଘଣ୍ଟାରେ ଆମେରିକାରେ ୧୩୦୩ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୫୬,୫୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୧୦ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ…

ଭଦ୍ରକର ୨ ବ୍ଲକକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା

ଭଦ୍ରକ: ଭଦ୍ରକରେ ଆଉ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ବାସୁଦେବପୁର ଏବଂ ବନ୍ତ ବ୍ଲକର ଅନେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁସାରେ କଣ୍ଟାକ୍ଟ ଟ୍ରେସିଂ ଏବଂ ସକ୍ରିୟ ନୀରିକ୍ଷଣ ପାଇଁ ବନ୍ତ…

ସ୍ୱାଭିମାନି ଓଡ଼ିଆ ଜାତିର ପ୍ରମୁଖ ମନ୍ତ୍ରଦାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଜି ଜନ୍ମତିଥି

ଭୁବନେଶ୍ୱର: ଓଡିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ । ମଧୁସୂଦନ ଦାସ ଏକାଧାରରେ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା , ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ…