ଆଉ ନାହାନ୍ତି ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୦ରୁ ଅଧିକ ଶତକ, ୪୦୦୦୦ ରନ କରିଥିବା ବ୍ୟାଟ୍ସମ୍ୟାନ
ଲଣ୍ଡନ:ଇଂଲଣ୍ଡର ଭେଟେରାନ କ୍ରିକେଟର ଜନ ଏଡରିଚ ଆଉ ନାହାନ୍ତି । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଏଡରିଚ ଇଂଲଣ୍ଡର ଜଣେ ପ୍ରତିଷ୍ଠିତ ଖେଳାଳି ଥିଲେ । ସେ ୭୭ ଟେଷ୍ଟରେ ୪୩ ଆଭରେଜରେ ୫୦୦୦ରୁ ଅଧିକ ରନ କରିଥିଲେ । ତେବେ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ରନର ପାହଡ କରି ଦେଇଛନ୍ତି ।…