୪୦୦୦ କୋଟି ବଜେଟର ରାମାୟଣ ପାଇଁ ରଣବୀର ଛାଡିଲେ ଏହି ଫିଲ୍ମ
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କାପୁର ଏବେ ୪୦୦୦ କୋଟି ବଜେଟରେ ନିର୍ମିତ ହେଉଥିବା ରାମାୟଣ ଫିଲ୍ମ ପ୍ରତି ସମ୍ପୂର୍ଣ୍ଣ ମନୋନିବେଶ କରିଛନ୍ତି । ନୀତେଶ ତିୱାରୀଙ୍କ ଏହି ଫିଲ୍ମରେ ରଣବୀର ଶ୍ରୀରାମଙ୍କ ଭୂମିକା କରୁଛନ୍ତି । ଏହା ୨ଟି ପାର୍ଟରେ ନିର୍ମିତ ହେଉଛି । ପ୍ରଥମ ପାର୍ଟ ୨୦୨୬…