ଓଡିଶା କ୍ୟାଡର ଆଇପିଏସ ଅଧିକାରୀ ସତ୍ୟଜିତ ନାୟକ ଏନଆଇଏ ଏସପି ଭାବେ ନିଯୁକ୍ତ
ଭୁବନେଶ୍ୱର : ୨୦୦୮ ବ୍ୟାଚ ଓଡିଶା କ୍ୟାଡରର ଆଇପିଏସ ଅଧିକାରୀ ସତ୍ୟଜିତ ନାୟକ ଖୁବଶୀଘ୍ର ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)ର ଏସପି ଭାବେ ନିଯୁକ୍ତ ହେବେ ।
ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୪ବର୍ଷ ଲାଗି ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)ର…