ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢ଼ିଲା ଅଡୁଆ, ସାଇବର ଥାନାରେ ମାମଲା ରୁଜୁ
ଭୁବନେଶ୍ୱର: ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢ଼ିଲା ଅଡୁଆ। ମନ୍ମଥଙ୍କ ବିରୋଧରେ ଭୁବନେଶ୍ବର ସାଇବର ଥାନାରେ ମାମଲା ରୁଜୁ। ବିଜେପି ଲିଗାଲ୍ ସେଲ୍ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆସିଥିଲା।
ମାମଲାରେ…