ଭୁବନେଶ୍ୱରରେ ବୋମା ମାଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଭୁବନେଶ୍ୱରର ଗଡକଣା ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର ୩ ନିକଟରେ ଶୁକ୍ରବାର ସକାଳେ ଏକ ବୋମା ମାଡ ହୋଇଛି।
ସୂଚନା ଅନୁଯାୟୀ, ଘଟଣାଟି ସକାଳ ପ୍ରାୟ ୮ଟା ସମୟରେ ଘଟିଥିଲା। ଯେତେବେଳେ ଦୁର୍ବୃତ୍ତମାନେ ବାଇକରେ ଆସି ସ୍କୁଲର ଗେଟ୍ ପାଖରେ କିଛି ଫିଙ୍ଗି ଦେଇଥିଲେ।…