Latest Odisha News

BREAKING NEWS

ଟାଇମ୍ସ ସ୍କଲାର୍ସ ଗୁରୁକୁଳରେ ‘Drivers Dignity Day’, ଚାଳକଙ୍କୁ ଉପହାର ଦେଇ ସମ୍ମାନିତ

ଭୁବନେଶ୍ୱର: ଟାଇମ୍ସ ସ୍କଲାର୍ସ ଗୁରୁକୁଳ ରେ Drivers Dignity Day ପାଳନ କରାଯାଇଛି। ଏହି ଉତ୍ସବରେ ଚାଳକ ମାନଙ୍କର ଦାୟିତ୍ୱବୋଧ ଏବଂ ନିଷ୍ଠାପର କାର୍ଯ୍ୟ ପାଇଁ ସ୍କାଉଟ୍ସ /ଗାଇଡ୍ସ ତରଫରୁ ବିଦ୍ୟାଳୟର ଅଧ୍ୟକ୍ଷା ସେମାନଙ୍କୁ ପୁଷ୍ପଗୁଛ ଓ ଛୋଟ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଛି।…

ମହାପ୍ରଭୁଙ୍କ ଆଶିଷ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାପ୍ରଭୁଙ୍କ ଆଶିଷ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ନିଜ ପରିବାର ସହିତ ଶ୍ରୀମନ୍ଦିର ଆସିଥିଲେ। ସିଂହଦ୍ୱାର ଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ସେବାୟତ। ରତ୍ନସିଂହାସନରେ…

ସରକାରୀ କ୍ୱାର୍ଟର୍ସରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଥିବା ଏକ ରେଞ୍ଜ୍ ଅଫିସ୍‌ର ସରକାରୀ କ୍ୱାର୍ଟର୍ସ ଭିତରେ ଜଣେ ଫରେଷ୍ଟରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତକଙ୍କ ପରିଚୟ ବ୍ୟାସଦେବ ସାହୁ (୫୯) ଭାବେ ଚିହ୍ନଟ କରାଯାଇଛି। ଯିଏକି ବଲାଙ୍ଗୀରର ଠିକାଦାରପଡ଼ା ରେଞ୍ଜ୍‌ରେ ଫରେଷ୍ଟର ଭାବେ କାର୍ଯ୍ୟରତ…

ଜେଲ୍ ଗଲେ ଜେଲ୍ ଅଧୀକ୍ଷକ…

କଟକ: ଗତ ବର୍ଷ ଚୌଦ୍ୱାର ସର୍କଲ ଜେଲରୁ ଦୁଇଜଣ କଏଦୀ ଫେରାର ହେବା ଘଟଣା ପରେ ଜେଲ୍ ରେକର୍ଡରେ ହେରଫେର୍ କରିବା ଅଭିଯୋଗରେ ଚୌଦ୍ୱାର ସର୍କଲ ଜେଲର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱରର ଶହୀଦ ନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନରୁ…

ଭୁଶୁଡ଼ି ପଡ଼ିଲା ସୁନା ଖଣି; ୧୧ ମୃତ, ୩୦ ଆହତ

ଖାର୍ତୁମ୍: ଉତ୍ତର-ପୂର୍ବ ସୁଡାନରେ ଏକ ସୁନା ଖଣି ଭୁଶୁଡ଼ି ପଡ଼ିବାରୁ ଅତି କମରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।ଏଥିସହିତ ୩୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଭଗ୍ନାବଶେଷ ତଳେ ପୋତି ହୋଇଥିବା ଲୋକଙ୍କ ସନ୍ଧାନ ଜାରି ରହିଛି। ରାଷ୍ଟ୍ରାୟତ୍ତ ସୁଡାନ୍ …

ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା, ଏସବୁ ଜିଲ୍ଲାରେ…

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାକୁ ଲାଗି ରହିଥିବା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ଏହା ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି କରିପାରେ। ଏହି ଲଘୁଚାପ କ୍ଷେତ୍ରଟି…

ଯୁଦ୍ଧର ସିଧାସଳଖ ପ୍ରଭାବ: ଇନ୍ଧନ ସଙ୍କଟ ଭିତରେ ବିଦ୍ୟୁତ୍ ଦର ବଢ଼ାଇବାକୁ ପ୍ରସ୍ତୁତ ଇସଲାମାବାଦ

ଇସଲାମାବାଦ: ଖାଦ୍ୟ ସଙ୍କଟ ଏବଂ ଆକାଶଛୁଆଁ ଦରଦାମ ବୃଦ୍ଧି ସହ ସଂଘର୍ଷ କରୁଥିବା ପାକିସ୍ତାନର ଜନସାଧାରଣଙ୍କୁ ପୁଣି ଏକ ବଡ଼ ଝଟକା । ଅଟା, ଚାଉଳ ଏବଂ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଡହଳବିକଳ ହେଉଥିବା ପାକିସ୍ତାନୀଙ୍କ ଉପରେ ଏବେ ମହଙ୍ଗା ବିଦ୍ୟୁତ୍ ବିଲ୍‌ର ବୋଝ ଲଦି ଦିଆଯିବ ।…

ଭୟଙ୍କର ରୂପ ନେଉଛି ରୁଷ-ୟୁକ୍ରେନ୍ ଯୁଦ୍ଧ: ମସ୍କୋକୁ ଡ୍ରୋନ୍ ଟାର୍ଗେଟ୍ ପରେ କିଭ୍ ଉପରେ ବର୍ଷିଲା ବୋମା

କିଭ୍/ମସ୍କୋ: ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ଉଦ୍ୟମ ପରେ ରୁଷ ଏବେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛି । ପ୍ରତିଶୋଧ ପରାୟଣ ହୋଇ ରୁଷୀୟ ବାହିନୀ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଘନଘନ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିଛି । ଏହି ଭୟଙ୍କର ଆକ୍ରମଣ ଫଳରେ କିଭ୍ ସହର ଥରି ଉଠିବା ସହ…

ପୁଣି ବାହାରିଲା ପାକିସ୍ତାନର ପୁରୁଣା ରୋଗ: ସବୁ ଘଟଣା ପାଇଁ ଦୋଷ ଦେଲା ଏହି ଦୁଇ ଦେଶକୁ

ପାକିସ୍ତାନ: ନିକଟରେ ପାକିସ୍ତାନର ମସଜିଦରେ ବୋମା ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩୧ କୁ ବୃଦ୍ଧି ପାଇଛି। ଆଉ ଏଥି ପାଇଁ ପାକ ସରକାର ଦେଶରେ ଅସ୍ଥିରତା ଏବଂ ଅଶାନ୍ତି ସୃଷ୍ଟି କରିବା ପାଇଁ ଭାରତୀୟ ଗୁଇନ୍ଦା ସଂସ୍ଥା 'RAW' ଏବଂ ଆଫଗାନିସ୍ତାନର ତାଲିବାନ ସରକାର ମିଶି କାର୍ଯ୍ୟ କରୁଥିବା…

ଆଗକୁ ଏହି ସ୍କୁଲରେ ବ୍ୟାନ୍ ହେବ ବୁର୍ଖା ଓ ନିକାବ:ନୂଆ ବିଲ୍ ଆଣିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ

ଇଟାଲୀ: ଇଟାଲୀ ସ୍କୁଲରେ ବ୍ୟାନ ହେବ ବୁର୍କା ଓ ନିକାବ । ଇଟାଲୀର ସ୍କୁଲଗୁଡ଼ିକରେ ବୁର୍କା ଓ ନିକାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ। ଏହା ସହିତ ସ୍କୁଲର ପ୍ରତ୍ୟେକ ଶ୍ରେଣୀଗୃହରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସୀମିତ…