Latest Odisha News

BREAKING NEWS

କେନ୍ଦୁଝର: ହାତୀ ଆକ୍ରମଣରେ ଛାତ୍ର ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କୁସୁମିତା ଗ୍ରାମର କସରା ସାହି ଅଞ୍ଚଳରେ ଗୁରୁବାର ଦିନ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ର ଜଣକ ସ୍ଥାନୀୟ ଏକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ରୟାନ ମୁଣ୍ଡା ବୋଲି ଜଣାପଡିଛି ।…

ସୋମବାରୀର ସ୍ୱପ୍ନ

ସୋମବାରୀର ସ୍ୱପ୍ନ ଭରତ ବେହେରା ହୁଏତ ନିର୍ବାସିତ ଶ୍ରେଣୀ ଅର୍ଗଳିରୁ ସୋମବାରୀ ଉଠି ଆସିଥିବ ଜିଇବାର କଳା ହୋଇଥିବ କ୍ଷେତ ଖଣି ଖାଦାନ ଖାଉନ୍ଦ ସକାଳ ପାହିଲେ ସତେଜ ଦେହକୁ ନେଇ ଧାଇଁଥିବ ଅସମ୍ପୂର୍ଣ୍ଣ ଶ୍ରମ ବିପଣିକୁ ମଳିନ ବିବର୍ଣ୍ଣ ହୋଇ ଲେଉଟି ଆସିବ ପକ୍ଷୀମାନେ ଫେରିବା…

ପାର୍ଟିରେ ଆଉ କେତେ ପିନ୍ଧିବେ ସେଇ ପାରମ୍ପରିକ ପୋଷାକ : ଏବେ ବଜାରରେ ନୂଆ ଫ୍ୟାଶନ ଟ୍ରେଣ୍ଡ

ସେ ପାର୍ଟି ଫଙ୍କସନ୍ ହେଉ ବା ଯେକୌଣସି ମିଟିଙ୍ଗ୍ ମହିଳାମାନେ ସବୁବେଳେ ସୁନ୍ଦର ଓ ଆର୍କଷଣୀୟ ଦେଖାଯିବାକୁ ଚେଷ୍ଟା କରିଥାନ୍ତି । ଏଥିପାଇଁ ସବୁବେଳେ ନୂଆ ପୋଷାକର ଖୋଜା ପଡିଥାଏ। ବର୍ତ୍ତମାନ ବାହାଘର ସିଜିନ୍ ଥିବାରୁ ଚାରିଆଡେ ପାର୍ଟିର ମାହୋଲ୍ ଦେଖାଯାଉଛି । ଏସବୁ ଜାଗାକୁ ସାଧାରଣତଃ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୧୮-୦୭-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୧୮ ରିଖ ଗୁରୁବାର କର୍କଟ ୨ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ତୁଳା କୁମ୍ଭ ରାଶିର ଘାତ…

‘ଟାଟା ଷ୍ଟିଲ୍ ବିଏସଏଲ୍’ ଦ୍ୱାରା ଉତ୍ସର୍ଗ ହେଲା ୫.୫ କୋଟି ଟଙ୍କାର ରାସ୍ତା, ଉପକୃତ ହେବେ ୮ ଗ୍ରାମବାସୀ

ନରେନ୍ଦ୍ରପୁର/ଢେଙ୍କାନାଳ: ଏବେ ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ଅଞ୍ଚଳର ପ୍ରାୟ ୮ଟି ଗ୍ରାମର ୧୦,୦୦୦ ଗ୍ରାମବାସୀ ନୂଆ ରାସ୍ତା ନିର୍ମାଣ ଯୋଗୁଁ ଉପକୃତ ହୋଇପାରିବେ । କାରଣ, ଟାଟା ଷ୍ଟିଲ୍ ବିଏସଏଲ୍ (ପୂର୍ବରୁ ଭୁଷଣ ଷ୍ଟିଲ୍ ଲିଃ) ୫.୩ କିଲୋମିଟର ସିମେଣ୍ଟ କଂକ୍ରିଟ୍ ରାସ୍ତା ନିର୍ମାଣ…

ଚିକେନ୍‌ ପିଠା

ସମସ୍ତଙ୍କ ଘରେ ଅନେକ ପ୍ରକାର ପିଠା ହୋଇଥାଏ । କିନ୍ତୁ ଆପଣ କେବେ କ’ଣ ଚିକେନ୍‌ ପିଠା ଘରେ ବନେଇଛନ୍ତି କି ? ଯଦି ନାଁ ତେବେ ଜାଣି ରଖନ୍ତୁ ଏହାକୁ ବନେଇବାର ବିଧି ଆବଶ୍ୟକ ସମାଗ୍ରୀ ଚିକେନ ପିଠା ପାଇଁ ଆପଣଙ୍କୁ ଚିକେନ୍‌, ଚାଉଳ ବଟା, ଅଦା ବଟା, ରସୁଣ ବଟା, ଲଙ୍କା ଗୁଣ୍ଡ, ଲୁଣ, ତେଲ,…

କୁଳଭୂଷଣଙ୍କ ଫାଶୀ ଦଣ୍ଡକୁ ରହିତାଦେଶ ଦେଲେ ଆଇସିଜେ

ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ଼ ସଫଳତା । ପାକିସ୍ତାନ ଜେଲରେ ବନ୍ଦିଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଅନ୍ତରାଷ୍ଟ୍ରୀୟ ଅଦାଲତ (ଆଇସିଜେ) । ସୂଚନା ମୁତାବକ ଅନ୍ତରାଷ୍ଟ୍ରୀୟ ଅଦାଲତରେ ଉପସ୍ଥିତ ଥିବା ୧୬ ଜଣ…

ଭୁବନେଶ୍ୱର ରେଳ ଷ୍ଟେସନରେ ଖୋଲିଲା ଦ୍ଵିତୀୟ ଫୁଡ ପ୍ଲାଜା

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଖୋଲିଲା ଦ୍ଵିତୀୟ ଫୁଡ ପ୍ଲାଜା । ରେଳ ଷ୍ଟେସନର ଛଅ ନମ୍ବର ପ୍ଲାଟଫର୍ମ ଠାରେ ଖେଲିିଥିବା ଏହି ଅତ୍ୟାଧୁନିକ ଫୁଡ ପ୍ଲାଜାକୁ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଅଜୟ କୁମାର ବେହେରା ଓ ପ୍ରମୁଖ ପରିଚାଳନା…

ଫସଲ ନଷ୍ଟ ନୁହେଁ ଚାଷୀ ଆତ୍ମହତ୍ୟାର କାରଣ : କୃଷିମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚାଷୀ ଆତ୍ମହତ୍ୟାର କାରଣ ଫସଲ ନଷ୍ଟ ନୁହେଁ ବୋଲି ସୋମବାର ଦିନ ଓଡ଼ିଶା ସରକାର କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଧାନସଭାରେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତର ରଖି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ୨୦୧୬-୨୦୧୭ ରେ ୧୬…

କେନ୍ଦୁଝରରେ ବଜ୍ରପାତ ନେଲା ୩ ଜୀବନ

କେନ୍ଦୁଝର: କେନ୍ଦୁଝରରେ ବୁଧବାର ଦିନ ବଜ୍ରପାତ ଯୋଗୁଁ ୩ଜଣ ପ୍ରାଣ ହରାଇ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ବଜ୍ରାଘାତରେ ବଡ଼ଶିଆଳିମାଳା ଅଞ୍ଚଳର ଦୁଇ ଦମ୍ପତି ପ୍ରାଣ ହରାଇଛନ୍ତି । ମୃତ ଦମ୍ପତି ଦ୍ୱୟ ଉକ୍ତ ଗ୍ରାମର ଚୈତନ୍ୟ ମହାନ୍ତ ଓ ତାଙ୍କ…