Latest Odisha News

BREAKING NEWS

Jan Nayagana film trailer: ଥାଲାପତି ବିଜୟଙ୍କ ୪୦୦ କୋଟି ଫିଲ୍ମର ଟ୍ରେଲରରେ ଏକ ବଡ଼ ଭୁଲ…

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟଙ୍କ ଆଗାମୀ ତାମିଲ ଫିଲ୍ମ "ଜନ ନାୟଗନ"ର ଟ୍ରେଲର ନିକଟରେ ରିଲିଜ୍ ହୋଇଛି। ଏହା ଡେବ୍ୟୁ ହେବା ପରଠାରୁ ସୋସିଆଲ ମିଡିଆରେ ଏକ ସେନ୍ସେସନ ହୋଇଛି। ଏହା ବିଜୟଙ୍କ ଶେଷ ଫିଲ୍ମ, ଏବଂ ତାଙ୍କ ପ୍ରଶଂସକମାନେ ଏଥିପାଇଁ ଅତ୍ୟନ୍ତ ଉତ୍ସାହିତ। କୋଟି କୋଟି…

India on US action: ଭେନେଜୁଏଲାକୁ ସମର୍ଥନରେ ବାହାରିଲା ଭାରତ, ଏମିତି କହିଲା ବୈଦେଶିକ ବ୍ୟାପାର…

ନୂଆଦିଲ୍ଲୀ: ରାତିର ଅନ୍ଧାରରେ ଭେନେଜୁଏଲାର ଶକ୍ତି ଦୋହଲିଗଲା, ଆମେରିକା ସେନା ବଳପୂର୍ବକ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ କାରାକାସରୁ ଉଠାଇ ନେଇ ସମଗ୍ର ବିଶ୍ୱକୁ ଚକିତ କରିଦେଲା। ଭାରତ ଏବେ ଏହି ଅପ୍ରତ୍ୟାଶିତ ଘଟଣା ଉପରେ ଚିନ୍ତା ପ୍ରକାଶ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ…

US attack on Venezuela: ଧ୍ବଂସବିଧ୍ବଂସ ହୋଇଯାଇଛି ଭେନେଜୁଏଲା, ଆମେରିକାକୁ ନିନ୍ଦା କଲା ଚୀନ୍, ଇରାନ…

ନୂଆଦିଲ୍ଲୀ: ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ବିବାଦ ବଢ଼ିଛି। ଆମେରିକା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରି ଜେଲରେ ରଖିଛି। ଏହି ଘଟଣା ସାରା ବିଶ୍ୱରେ ଭୂରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି, ଏବଂ କାରାକାସରୁ ନ୍ୟୁୟର୍କ ପର୍ଯ୍ୟନ୍ତ ଉତ୍ତେଜନା ଅଧିକ ରହିଛି।…

Government’s innovative steps: ପ୍ରଦୂଷଣ ରୋକିବା ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଗୋବର ଘଷିିରେ କରାଯିବ…

ଭୁବନେଶ୍ବର: ପ୍ରଦୂଷଣ ରୋକିବାକୁ ସରକାରଙ୍କ ଅଭିନବ ପଦକ୍ଷେପ । ଶବଦାହରେ ବ୍ୟବହାର ହେବ ଗୋବର ପ୍ରସ୍ତୁତ ଜାଳେଣୀ । ଫଲରେ ପ୍ରଦୂଷଣ ରୋକାଯାଇ ପାରିବ । ଗୋବରରେ ପ୍ରସ୍ତୁତ କାଠକୁ ବହୁଳ ଭାବେ ବ୍ୟବହାର କରିବାକୁ ସରକାର ଯୋଜନା କରୁଛନ୍ତି। ଶବଦାହ ପାଇଁ ଗୋବର ବ୍ୟବହାର କରାଯାଉଛି। ନୂଆପଡା,…

ଯାତ୍ରୀଙ୍କ ପାଇଁ କଡ଼ା ନିୟମ, ବିମାନରେ ନେଇପାରିବେନି ପାୱାର ବ୍ୟାଙ୍କ 

ନୂଆଦିଲ୍ଲୀ: ଭାରତରେ ବିମାନ ଯାତ୍ରା ସମୟରେ ପୋର୍ଟେବଲ୍ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସିଟ୍ ପାୱାର ସପ୍ଲାଏ ସିଷ୍ଟମରେ ପାୱାର ବ୍ୟାଙ୍କ ଲଗାଇ ଚାର୍ଜ କରିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ପାୱାର ବ୍ୟାଙ୍କ ଏବଂ ବ୍ୟାଟେରୀଗୁଡ଼ିକୁ କେବଳ ହ୍ୟାଣ୍ଡ…

“ବନ୍ଦେ ମାତରମ୍” ଗାଇବା ସହ “ଆତ୍ମ ନିର୍ଭର ଭାରତ ସ୍ବଦେଶୀ ସଂକଳ୍ପ” ପାଠ କରିବେ…

ଭୁବନେଶ୍ୱର: "ବନ୍ଦେ ମାତରମ୍‌ର"ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୨ ତାରିଖରେ (ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ) ଛାତ୍ରଛାତ୍ରୀମାନେ ସାମୂହିକ ଭାବେ "ବନ୍ଦେ ମାତରମ୍" ଗାନ କରିବେ । ଏଥିସହ ସମସ୍ତ…

Kansa in Puri: ପୁରୀରେ ବରଗଡ଼ ଧନୁଯାତ୍ରା କଂସ; ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ

ପୁରୀ: ପାପର ପ୍ରାୟଶ୍ଚିତ ପାଇଁ ପୁରୀରେ ବରଗଡ଼ ଧନୁଯାତ୍ରା କଂସ । ପୁରୀରେ ପହଞ୍ଚିଛନ୍ତି  କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ ମେହେର। ଏହାପରେ ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କରିଛନ୍ତି କଂସ ମହାରାଜ । ପଇତା ବିସର୍ଜନ ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ।…

ମଦ୍ୟପ ଡ୍ରାଇଭରର ଉନ୍ମତ କାଣ୍ଡ, ଗାଡି ଜବତ ହେବାରୁ ହାତରେ ସାପ ନେଇ…

ହାଇଦ୍ରାବାଦ: ହାଇଦ୍ରାବାଦ ସହରର ଚନ୍ଦ୍ରାୟନଗୁଟ୍ଟା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପୋଲିସ ମଦ୍ୟପାନ କରିଥିବା ଜଣେ ଅଟୋ ଚାଳକଙ୍କୁ ଅଟକାଇ ତାଙ୍କ ଅଟୋକୁ ଜବତ କରିଛି । ଅଟୋ ଜବତ ହେବା ପରେ, ଡ୍ରାଇଭର ଜଣକ ଏକ ସାପ ବାହାର କରି ପୋଲିସ ଅଧିକାରୀଙ୍କୁ ଧମକ ଦେବା ଆରମ୍ଭ…

ରେଳ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୫୦୦ ଦୁଇ ଚକିଆ ଯାନ…

ତ୍ରିସୁର: ତାମିଲନାଡୁର ତ୍ରିସୁର ରେଳ ଷ୍ଟେସନରେ ରବିବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଷ୍ଟେସନର ପାର୍କିଂରେ ଥିବା ୫୦୦ରୁ ଅଧିକ ଦୁଇଚକିଆ ଯାନ ପୋଡ଼ି ଯାଇଛି। ତେବେ ଏହି ଘଟଣା ପ୍ଲାଟଫର୍ମ ନମ୍ବର ୨ ନିକଟରେ ସକାଳ ପ୍ରାୟ ୬.୪୫ ସମୟରେ ଘଟିଥିବା ରିପୋର୍ଟରୁ ଜଣାପଡିଛି।…

Ama Bus Accident: ‘ଆମ ବସ’କୁ ଧୂପଦୀପ ଦେଇ କଲେ ପୂଜା ଅର୍ଚ୍ଚନା, ସାଷ୍ଟାଂଗ ପ୍ରଣିପାତ କରି କହିଲେ,…

ଭୁବନେଶ୍ୱର: ଦିନକୁ ଦିନ ଆମ ବସ ଦୁର୍ଘଟଣା ବଢ଼ିବାରେ ଲାଗିଛି। ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚଲା, ଆଉ ମନମାନି ଯୋଗୁଁ ନିରୀହ ଲୋକଙ୍କ ଜୀବନ ଯାଉଛି। ଯାହାକୁ ନେଇ ଅସନ୍ତୋଷ ବଢ଼ିଥିବା ବେଳେ, ଏବେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଆମ ବସକୁ ପୂଜା ଅର୍ଚ୍ଚନା କରିବା ସହ, ଆଉ…