Illegal Arms Seizure:ବ୍ଲକିଂ ଓ ଯାଞ୍ଚ ବେଳେ ମିଳିଲା ବିପୁଳ ବେଆଇନ ଅସ୍ତ୍ରଶସ୍ତ୍ର;୨ ଗିରଫ
ବ୍ରଜରାଜନଗର: ଗାଡ଼ି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ଏକାଧିକ ଅପରାଧୀଙ୍କୁ କାବୁ କରାଯାଇଛି । ଏହି ଅଭିଯାନରରେ ୨ଜଣ ଯୁବକଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ନିକଟରୁ ୩ଟି ବେଆଇନ ଅସ୍ତ୍ର ଜବତ କରାଯାଇଛି। ବ୍ରଜରାଜନଗର ଗୋଲଚକର ଛକରେ ଏସ୍ଆଇ ପ୍ରଭାକର ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବ୍ଲକିଂ ଓ…