Latest Odisha News

BREAKING NEWS

CM Public Grievance: ଫେବୃଆରୀ ୯ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି..

ଭୁବନେଶ୍ୱର: ଆସନ୍ତା ସୋମବାର ଅର୍ଥାତ୍ ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଭୁବନେଶ୍ୱର ସ୍ଥିତ ଅଶୋକ ନଗର ୟୁନିଟ-୨ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଦିନ ୧୧ ଟାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ପୁଣି ବଢିଲା ଆବେଦନ ସମୟସୀମା…

ଭୁବନେଶ୍ୱର: ବଢିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା । ଆସନ୍ତା ୧୮ ତାରିଖକୁ ବୃଦ୍ଧି କରାଗଲା ଆବେଦନ ଅବଧି । ପୂର୍ବରୁ ଏହାକୁ ଫେବୃଆରୀ ୫ ତାରିଖ ଯାଏ ବଢ଼ାଯାଇଥିଲା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ,…

Maoist Killed: ସୁରକ୍ଷକର୍ମୀଙ୍କ ଗୁଳିଲେ ଟଳିଲା କୁଖ୍ୟାତ ମାଓବାଦୀ ଉଦ୍ଧମ ସିଂ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ତରେମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଘଟଣାରେ ଜଣେ କୁଖ୍ୟାତ ମାଓବାଦୀ ନିହତ ହୋଇଛି । ମାଓବାଦୀର ପରିଚୟ ଦକ୍ଷିଣ ବସ୍ତର ମାଓ ସଂଗଠନର ଡିଭିସିଏମ୍ କ୍ୟାଡର କୁଖ୍ୟାତ ମାଓବାଦୀ ଉଦ୍ଧମ ସିଂ…

ଆରବ ସାଗରରେ ସେନା ମୁତୟନ କଲା ଆମେରିକା, ଇରାନ ସହିତ ପରମାଣୁ ଚୁକ୍ତି ବିଫଳ ହେଲେ ବିନାଶ ଘଟିବ?

ମସ୍କଟ: ଆଜି ଓମାନରେ ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଚୁକ୍ତିନାମା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଉଭୟ ଦେଶ ଶୁକ୍ରବାର ଓମାନର ରାଜଧାନୀ ମସ୍କଟରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି, ଯଦିଓ ଆଲୋଚନାର ଏଜେଣ୍ଡାକୁ ନେଇ ମତଭେଦ ଏବେ ବି ରହିଛି । ଦୁଇ ଦେଶ ମଧ୍ୟରେ ଜାରି ଉତ୍ତେଜନା…

Attack: ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ସଂଘର୍ଷ;ଜଣେ ମୃତ, ୨ଗୁରୁତର

ବରଗଡ:  ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ସୂଚନା । ଗୋଷ୍ଠୀ ସଂଘର୍ଷର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିଲେ। ଭୁଜାଲି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ୨ ସାଙ୍ଗ…

ଛିନତାଇ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଲୁଟେରା ଗିରଫ; ସୁନା ଅଳଙ୍କାର ଜଵତ

କଟକ:ଛିନତାଇ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ବାନ୍ଧିଲା ଚୌଦ୍ଵାର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଠାରୁ ୯୭ ଗ୍ରାମ ଓଜନର ବିଭିନ୍ନ ସୁନା ଅଳଙ୍କାର ଜବତ କରାଯାଇଛି । ଅଭିଯୁକ୍ତ ହେଲା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ନେମାଳୋର ବିଶାଳ ମଲ୍ଲିକ । ଗତ ଅକ୍ଟୋବର ୧୮ ତାରିଖରେ ଵୀରୁପା…

Kuki Groups: ନୂତନ ସରକାର ଗଠନର ଦିନକ ପରେ ପୁଣି ମଣିପୁର ଅଶାନ୍ତ; କୁକି ସଂପ୍ରଦାୟର ଉପମୁଖ୍ୟମନ୍ତ୍ରୀଙ୍କ…

ନୂଆଦିଲ୍ଲୀ: ନୂତନ ସରକାର ଗଠନ ହେବାର ମାତ୍ର ଗୋଟିଏ ଦିନ ପରେ ମଣିପୁରରେ ଅଶାନ୍ତି ଦେଖାଦେଇଛି। ଗୁରୁବାର ଦିନ କୁକି-ଅଧିକୃତ ଚୁରାଚାନ୍ଦପୁର ଜିଲ୍ଲାରେ ବିରୋଧ ପ୍ରଦର୍ଶନ ହୋଇଥିଲା। କୁକି ସମ୍ପ୍ରଦାୟ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିଲା । ଏହି ସମୟ ମଧ୍ୟରେ  ପୋଲିସ ଭିଡ଼କୁ ଘଉଡ଼ାଇବାକୁ…

‘Godaan’ Tax-Free: ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଲେ ମୁଖ୍ୟମନ୍ତ୍ରୀ;କଲେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ହିନ୍ଦୀ ଫିଚର ଫିଲ୍ମ 'ଗୋଦାନ'ର ପ୍ରିମିୟର ଦେଖିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରକୁ ସାରା ରାଜ୍ୟରେ 'ଟାକ୍ସ ଫ୍ରି' ହେବ ବୋଲି ଘୋଷଣା…

Pre-Budget Consultation: ସମସ୍ତଙ୍କ ମତାମତକୁ ଆଧାର କରି ‘ଲୋକଙ୍କ ବଜେଟ’ ଭାବେ ପ୍ରସ୍ତୁତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମ ସରକାର ହେଉଛି ଲୋକଙ୍କ ସରକାର । ଆମ ପାଇଁ ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର । ତେଣୁ ସରକାରଙ୍କ ବଜେଟ ପ୍ରସ୍ତୁତ ପ୍ରକ୍ରିୟା ଏବେ ସଚିବାଳୟରୁ ବାହାରି ଲୋକଙ୍କ ପାଖକୁ ଯାଇଛି । ଜନସାଧାରଣଙ୍କ ଠାରୁ ସେମାନଙ୍କ ବହୁମୂଲ୍ୟ ମତାମତ ଆହ୍ୱାନ କରି ଅନୁଧ୍ୟାନ ଓ ତର୍ଜମା ପରେ…

Gelatin sticks Seized: ତରଭୁଜ ଗଦା ତଳୁ ବିସ୍ଫୋରକ ସାମଗ୍ରୀ ଜବତ;ଶହେଟି ବାକ୍ସରୁ ୧୮ ହଜାର ଜିଲାଟିନ୍ ଷ୍ଟିକ୍…

ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ କେରଳର ପଲକ୍କଡରେ ଏକ ପିକଅପ୍ ଭ୍ୟାନରୁ ବିସ୍ଫୋରକ ଭର୍ତ୍ତି ୧୦୦ ରୁ ଅଧିକ ବାକ୍ସ ଜବତ କରାଯାଇଛି ।ପଲକ୍କଡ ଟାଉନ ସାଉଥ୍ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ ଗାଡିରେ ଶହେ ରୁ ଅଧିକ ଜିଲାଟିନ୍ ଷ୍ଟିକ୍ ଏବଂ କୋଡିଏରୁ ଅଧିକ ଡିଟୋନେଟର…