Latest Odisha News

BREAKING NEWS

ରାଜ୍ୟରେ ଆଉ ୩ ଦିନ ବର୍ଷିବ: ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜକୁ ଆଇଏମଡିର ‘ରେଡ୍ ଆଲର୍ଟ’

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ଏବେ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ସମଗ୍ର ଓଡ଼ିଶାରେ ପାଗ ବଦଳିବା ସହ ଆଗାମୀ ଆଉ ତିନି ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…

Safety of tourists at Deomali:ଦେଓମାଳିରେ ସୁରକ୍ଷାକୁ ନେଇ ଲାଗିବ CCTV , ଜଗିବେ ସୁରକ୍ଷାକର୍ମୀ;ପର୍ଯ୍ୟଟକଙ୍କ…

କୋରାପୁଟ:ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଦେଓମାଳିରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣା ପରେ ଦେଓମାଳିରେ ସୁରକ୍ଷା ବ୍ୟବସ୍ଥା କଡ଼ା କରିବାକୁ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ…

ସିନ୍ଧୁ ଜଳ ଚୁକ୍ତି ମାମଲାରେ ଆନ୍ତର୍ଜାତୀୟ ରାୟକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତି ସମ୍ପର୍କିତ ନେଦରଲ୍ୟାଣ୍ଡସର ହେଗ୍‌ସ୍ଥିତ ‘ଆର୍ବିଟ୍ରେସନ୍ କୋର୍ଟ’ ଦେଇଥିବା ରାୟକୁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ ଭାବେ ଜଣାଇଛି ଯେ, ଏହି ମାମଲାରେ ଶୁଣାଣି କରିବା କିମ୍ବା କୌଣସି ଆଦେଶ ଦେବାର…

ଆଫଗାନିସ୍ତାନ ବିପକ୍ଷ ସିରିଜ : ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା, ବୁମରାଙ୍କୁ ନେଇ ସସପେନ୍ସ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ବିସିସିଆଇ ଚୟନ କମିଟି କିଭଳି ଦଳ ପ୍ରସ୍ତୁତ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ନୀତିଶ କୁମାର ରେଡ୍ଡୀ ଫିଟ ହୋଇଥିବା ଜଣାପଡିଛି । ଆଗାମୀ ମାସରେ…

AFC U-20 Asian Cup qualifier: ସିରିଆକୁ ୧-୦ରେ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ସୋମବାର ଦିନ ଉଜବେକିସ୍ତାନର ତାସକେଣ୍ଟସ୍ଥିତ ଡୋଷ୍ଟଲିକ୍ ଷ୍ଟାଡିୟମ୍‌ରେ (Do’stlik Stadium in Tashkent, Uzbekistan,) ସିରିଆକୁ ୧-୦ ଗୋଲ୍‌ରେ ପରାସ୍ତ କରି ଭାରତ ନିଜର AFC U20 ଏସିଆନ୍ କପ୍ ୨୦୨୭ ଯୋଗ୍ୟତା ପର୍ଯ୍ୟାୟ ଅଭିଯାନର (AFC U20 Asian Cup 2027 Qualifiers…

Odisha Education:ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି; ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଆଡମିଶନ ବେଳେ ତୁରନ୍ତ…

ଭୁବନେଶ୍ବର:ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଶ୍ୱସ୍ତି । ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କୁ ଆଡମିଶନ ସମୟରେ ଏବଂ ଆଡମିଶନ୍ର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ…

ଅନ୍ତର୍ଜାତୀୟ ଫୁଟବଲ୍‌କୁ ଅଲ୍‌ବିଦା କହିଲେ ଲିଓନେଲ ମେସି: ଶେଷ ହେଲା ଏକ ସ୍ୱର୍ଣ୍ଣିମ ଯୁଗ

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲ୍‌ର ମହାନତମ ଖେଳାଳି ଲିଓନେଲ ମେସି ଆର୍ଜେଣ୍ଟିନା ଜାତୀୟ ଦଳରୁ ନିଜର ଅନ୍ତର୍ଜାତୀୟ ଅବସର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ୨୦୨୬ ଫିଫା ବିଶ୍ୱକପ୍‌ ଫାଇନାଲ୍‌ରେ ସ୍ପେନ୍‌ ନିକଟରୁ ପରାଜୟର କିଛି ମାସ ପରେ, ୩୯ ବର୍ଷୀୟ ମେସି ନିଜର ଇନ୍‌ଷ୍ଟାଗ୍ରାମ୍…

ସ୍ୱାୟତ୍ତ ଶାସନ ଦିବସ: ୨୮ଟି ULB ପାଇଁ ୫୬୦ କୋଟି ଘୋଷଣା

ଭୁବନେଶ୍ୱର: ଆଜି ହେଉଛି ସ୍ୱାୟତ୍ତ ଶାସନ ଦିବସ। ସହରାଞ୍ଚଳ ବିକାଶ, ନାଗରିକ ସେବା ଓ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ଏନ୍‌ଏସି ଗୁଡ଼ିକରେ ଏହି ଦିବସକୁ ବେଶ୍ ଧୂମଧାମରେ ପାଳନ କରାଯାଉଛି । ପ୍ରତିବର୍ଷ ଅଗଷ୍ଟ ୩୧…

ଗୁଣୁପୁରରେ ସୁରମଣୀ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି

ରାୟଗଡ଼ା: ଓଡିଶୀ ସଂଗୀତ ଜଗତର ମଉଡମଣୀ ତଥା ବିଶ୍ୱରେ ଓଡିଶୀ ସଂଗୀତ ଏବଂ ଓଡିଶୀ ନୃତ୍ୟକୁ ପରିଚୟ ଦେଇଥିବା ସୁରମଣୀଙ୍କ ଜନ୍ମ ଗୁଣୁପୁରରେ ହୋଇଛି। ହେଲେ ଗୁଣୁପୁରରେ ଏଯାଏଁ ରାଜ୍ୟ ସରକାର ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିନାହାଁନ୍ତି। ଯେଉଁଥିପାଇଁ ତାଙ୍କ ପରିବାର ତଥା ଗୁଣୁପୁର ସହରର…

Maa Majhighariani temple:ଖୋଲିଲା ଅଧିଷ୍ଠାତ୍ରୀ ଦେବୀ ମା’ମଝିଘରିଆଣିଙ୍କ ହୁଣ୍ଡି; ୫୪ ଲକ୍ଷ, ବିଦେଶୀ ନୋଟ ସହ…

ରାୟଗଡ଼ା: ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଗଣତି ଶେଷ ହୋଇଛି । ମନ୍ଦିରରେ ଥିବା ୯ ଟି ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି। ଦୀର୍ଘ ୮ ଘଣ୍ଟା ଧରି ଗଣତି ହୋଇଥିଲା । ପରେ ହୁଣ୍ଡିରୁ ନଗଦ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା ସହିତ ୬୪ ଗ୍ରାମ ସୁନା ଓ ୧୭୬୪ ଗ୍ରାମ ରୂପା…