Latest Odisha News

BREAKING NEWS

SC To Mamata Govt :ମମତା ସରକାରଙ୍କୁ ବଡ଼ ଝଟକା, କର୍ମଚାରୀମାନଙ୍କୁ ବାକି ଥିବା DA ର ୨୫% ପ୍ରଦାନ କରିବାକୁ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି, କାରଣ ସୁପ୍ରିମକୋର୍ଟ ତାଙ୍କ ସରକାରଙ୍କୁ କର୍ମଚାରୀଙ୍କ ବାକି ଥିବା ୨୫% ମହଙ୍ଗା ଭତ୍ତା (DA) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ସଞ୍ଜୟ କରୋଲ ଏବଂ ପି.କେ. ମିଶ୍ରଙ୍କ ଖଣ୍ଡପୀଠ…

ଟି୨୦ ବିଶ୍ୱକପ: ପାକିସ୍ତାନ ମନା କରିଥିଲେ ବି ମ୍ୟାଚ ଖେଳିବାକୁ ଯିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ର ଗ୍ରୁପ ପର୍ଯ୍ୟାୟରେ ଭାରତ ବିପକ୍ଷ ମ୍ୟାଚ ଖେଳିବ ନାହିଁ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି । ତେବେ ଏହା ସତ୍ୱେ ନିୟମ ଅନୁସାରେ ଭାରତୀୟ ଟିମ ଶ୍ରୀଲଙ୍କା ଗସ୍ତରେ ଯିବ । ସେଠାରେ ମ୍ୟାଚ ପୂର୍ବରୁ ପ୍ରେମାଦାସା ଷ୍ଟାଡିୟମରେ ସୂର୍ଯ୍ୟକୁମାର ଯାଦବ ଟସ…

ଭାରତର କୂଟନୈତିକ ବିଜୟରେ ଜଳୁଛି ପାକିସ୍ତାନ

ଭାରତର କୂଟନୈତିକ ବିଜୟରେ ଜଳୁଛି ପାକିସ୍ତାନ ସୋସିଆଲ ମିଡିଆରେ ଟ୍ରମ୍ପଙ୍କୁ ସମାଲୋଚନା ପାକିସ୍ତାନୀଙ୍କ କ୍ରୋଧ: "ସମ୍ମାନ କିଣାଯାଏନି, ଚାପଲୁସି କରି ମଧ୍ୟ ହାରିଲା ପାକିସ୍ତାନ" ଭାରତ-ଆମେରିକା ମଧ୍ୟରେ ଐତିହାସିକ ଟ୍ରେଡ୍ ଡିଲ୍, ଆମେରିକା ବଜାରରେ ଶସ୍ତା ହେବ ଭାରତୀୟ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; କଂଗ୍ରେସ ନେତା ରଞ୍ଜିତ ରାଜଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲାର ଡୁବୁରୀ ଛକରେ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ କଂଗ୍ରେସ ନେତା ରଞ୍ଜିତ ରାଜଙ୍କର ମୃତ୍ୟୁ ଘଟିଛି। ସେ ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ଉପାଧ୍ୟକ୍ଷ ଥିଲେ। ସୂଚନା ଅନୁଯାୟୀ, କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାସ୍ତା ପାର ହେଉଥିବା ସମୟରେ ରାଜଙ୍କୁ ଟ୍ରକ୍ ଧକ୍କା…

ଅଲ୍ ଫଲାହ ଗ୍ରୁପ୍ ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକୀ ଗିରଫ

ନୂଆଦିଲ୍ଲୀ: ଅଲ୍ ଫଲାହ ଗ୍ରୁପ୍ ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକୀଙ୍କ ସମସ୍ୟା ଜାରି ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରେ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ଏବେ ଏକ ଠକେଇ ମାମଲାରେ ସିଦ୍ଦିକୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ସଦ୍ୟତମ ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟ ଅନୁଦାନ…

ଦିନକରେ ସମ୍ପତ୍ତି ବଢ଼ିଲା ୭ ଲକ୍ଷ ୫୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଏମିତି ଏକ ରେକର୍ଡ କରିଛନ୍ତି, ଯାହା ଇତିହାସରେ କେହି କେବେ କରିନଥିଲେ । ମାତ୍ର ଗୋଟିଏ ଦିନରେ ବଢ଼ିଛି ସାଢ଼େ ୭ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି । ଏଥିସହ ମସ୍କ ଏବେ ୮୫୦ ବିଲିୟନ ଡଲାରର ମାଲିକ ହୋଇଛନ୍ତି। କେମିତି ମସ୍କଙ୍କୁ…

ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା

କୋରାପୁଟ: ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା। ପ୍ରେସମିଟରେ ସୂଚନା ଦେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡକ୍ଟର କନୱର ବିଶାଳ ସିଂହ। ଏସିଏମ କ୍ୟାଡର ମାଓବାଦୀ ମମତା ପଡ଼ିଆମି ଆତ୍ମସମର୍ପଣ କରିଛନ୍ତି। ରାଇଫଲ ଓ ବିଭିନ୍ନ ଗୋଳାବାରୁଦ ସହ ମମତା ଆତ୍ମସମର୍ପଣ କରିଛନ୍ତି। ମମତାଙ୍କ…

ଅଭିଜିତ କହିଲେ ବଲିଉଡରେ ଗାୟକଙ୍କ ଉପରେ ଅନାବଶ୍ୟକ ଚାପ ପକାଯାଇଥାଏ

ମୁମ୍ବାଇ: ଲୋକପ୍ରିୟ ଗାୟକ ଅରିଜିତ ସିଂ ପ୍ଲେ ବ୍ୟକ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିବା ପରେ ବଲିଉଡକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଦେଶର ପ୍ରଥମ ଇଣ୍ଡିଆନ ଆଇଡଲ ଅଭିିଜିତ ସାୱନ୍ତ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଇଣ୍ଡଷ୍ଟ୍ରିରେ ଗାୟକଙ୍କ ଉପରେ ବିଭିନ୍ନ ପ୍ରକାରର ଚାପ ପକାଯାଇଥାଏ ।…

ଲାଇନ୍‌ଚ୍ୟୁତ ହେଲା ଏକ୍ସପ୍ରେସ୍ ଟ୍ରେନ୍, ଟ୍ରାକରୁ ଖସିଲା ୩ ବଗି

ଭୁବନେଶ୍ୱର: ଲାଇନ୍‌ଚ୍ୟୁତ ହେଲା ଏକ୍ସପ୍ରେସ୍। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଯଖପୁରା ରେଳଷ୍ଟେସନ୍‌ ନିକଟରେ କୌଣସି କାରଣରୁ ଲାଇନଚ୍ୟୁତ ହେଲା ଏମଜିଆର-ଚେନ୍ନାଇ ସେଣ୍ଟ୍ରାଲ ନିୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍। କୌଣସି କ୍ଷୟକ୍ଷତି ହେଇନଥିବା ସୂଚନା ମିଳିଛି। ଏହି ଟ୍ରେନ୍‌ ଦୁର୍ଘଟଣାରେ କେହି…