Latest Odisha News

BREAKING NEWS

କ୍ୟାରିୟରକୁ ନେଇ ବିବାଦ; ବାପାକୁ ମାରି ଖଣ୍ଡ ଖଣ୍ଡ କଲା, ନୀଳ ଡ୍ରମରେ..

ଲକ୍ଷ୍ନୌ: ଲକ୍ଷ୍ନୌରେ ଜଣେ ୨୧ ବର୍ଷୀୟ ଯୁବକ ନିଜ ପିତାଙ୍କୁ ନିର୍ମମ ଭାବରେ ହତ୍ୟା ଅଭିଯୋଗରେ ଗିରଫ ହୋଇଛି। ତାଙ୍କ ଭବିଷ୍ୟତ କ୍ୟାରିୟରକୁ ନେଇ ବିବାଦ ହେବାପରେ ଯୁବକ ଜଣକ ନିଜ ପିତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଓ ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିବା ସହ ଶରୀରର କିଛି ଅଂଶକୁ ନଷ୍ଟ…

ଆମେରିକାରେ ଭାରତୀୟ ସାମଗ୍ରୀ ମହଙ୍ଗା, ଆଜିଠୁ ଲାଗୁ ହେଲା ୧୦% ଅତିରିକ୍ତ ଟ୍ୟାରିଫ୍

ନୂଆଦିଲ୍ଲୀ: ଆମେରିକାକୁ ରପ୍ତାନି କରୁଥିବା ଭାରତୀୟ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଖବର । ଆଜିଠାରୁ ଆମେରିକା ବଜାରରେ ଭାରତୀୟ ସାମଗ୍ରୀ ଉପରେ ୧୦ ପ୍ରତିଶତ ଅତିରିକ୍ତ ଟ୍ୟାରିଫ୍ ବା ଶୁଳ୍କ ଲାଗୁ ହେବାକୁ ଯାଉଛି । ଟ୍ରମ୍ପ ପ୍ରଶାସନର ଏହି ନୂଆ ନିଷ୍ପତ୍ତି ପରେ ବ୍ୟବସାୟିକ ମହଲରେ ଏବେ ହଲଚଲ…

E-Shram Portal: ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରନ୍ତୁ, ଏହି ସବୁ ଲାଭ ପାଆନ୍ତୁ..

ନୂଆଦିଲ୍ଲୀ: ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଛି ଇ-ଶ୍ରମ ପୋର୍ଟାଲ । ଏଥିରେ ପଞ୍ଜିକରଣ କରିବାରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଆଗରେ ରହିଛନ୍ତି । ସରକାରୀ ଯୋଜନା ଏବଂ ସାମାଜିକ ସୁରକ୍ଷା ସହ ଯୋଡ଼ି ହେବାକୁ ଦେଶର ଶ୍ରମିକମାନଙ୍କ ପାଇଁ…

ରାଜ୍ୟରେ ମହିଳାଙ୍କ ସୁରକ୍ଷା ସ୍ଥିତି ଉଦବେଗଜନକ; ଗତ ବର୍ଷ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଏତିକି…

ଭୁବନେଶ୍ବର: ରାଜ୍ୟରେ ମହିଳା ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି । ଗତ ୨୦୨୫ ବର୍ଷକ ମଧ୍ୟରେ ରାଜ୍ୟରେ ୧୩ ହଜାର ୨୬୨ ଯୁବତୀ ଓ ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି । ୨୯୯୬ ଜଣ ଦୁଷ୍କର୍ମ, ୧୧୫ଜଣ ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଛନ୍ତି ବୋଲି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ…

ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ଗୃହ ମନ୍ତ୍ରଣାଳୟ ଦେଲା ସିଏପିଏଫର ୫୦ଟି କମ୍ପାନୀ

ଚେନ୍ନାଇ: ତାମିଲନାଡୁରେ ନିର୍ବାଚନ ଖୁବ୍ ଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି। ଗୃହ ମନ୍ତ୍ରଣାଳୟ ସତର୍କତାମୂଳକ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)ର ୫୦ କମ୍ପାନୀ ତାମିଲନାଡୁକୁ ଆବଣ୍ଟିତ କରିଛି। ଏହି କମ୍ପାନୀଗୁଡ଼ିକୁ ରାଜ୍ୟର ବିଭିନ୍ନ ବିଧାନସଭା…

ମାର୍ଚ୍ଚ ୧୯ରୁ ମାଟ୍ରିକ୍‌ ଖାତା ଦେଖା

କଟକ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି। ଏଥିରେ କୌଣସି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨…

ନିଜ ଅପହରଣ ନାଟକ ରଚିଥିଲେ ନବବଧୂ, ପ୍ରେମିକ ଅଟକ…

ବଲାଙ୍ଗିର: ବଲାଙ୍ଗିରରେ ନବବଧୂ ଅପହରଣ ଘଟଣା ଭିନ୍ନ ମୋଡ଼ ନେଇଛି। ମଙ୍ଗଳବାର ଦିନ ଓଡ଼ିଶା ପୋଲିସ ସମ୍ବଲପୁରର ପ୍ରଫେସର ପଡ଼ା ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ନବବିବାହିତା କନ୍ୟା ଏବଂ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ଧରିଛି। ନବବଧୂ ତଥା କଣ୍ଟାମାଳ ଥାନା ଅନ୍ତର୍ଗତ କଣ୍ଟାମାଳ ବ୍ଲକ ଛକର…

ଟି୨୦ ବିଶ୍ୱକପ : ସେମିଫାଇନାଲ ପ୍ରବେଶ ପାଇଁ ଭାରତର ରାସ୍ତା ହେଲା କଠିନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ସେମି ଫାଇନାଲ ପ୍ରବେଶ ପାଇଁ ଭାରତର ରାସ୍ତା କଠିନ ହୋଇଛି । ସୁପର ଏଇଟରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ସେମାନଙ୍କ ମ୍ୟାଚ ବୃହତ ବ୍ୟବଧାନରେ ଜିତି ରନରେଟକୁ ମଜଭୁତ କରିଛି । ଦକ୍ଷିଣ ଆଫ୍ରିକା ନିକଟରୁ ଭାରତ ଏବଂ ୱେଷ୍ଟଇଣ୍ଡିଜଠାରୁ ଜିମ୍ବାୱେ ପରାଜିତ…

ବେଲଘର ହାତୀ ମୃତ୍ୟୁ ଘଟଣା: ଆତ୍ମସମର୍ପଣ କଲେ ପଳାତକ ଡେପୁଟି ରେଞ୍ଜର

କନ୍ଧମାଳ: ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ଆତ୍ମସମର୍ପଣ କଲେ ପଳାତକ ଡେପୁଟି ରେଞ୍ଜର୍‌ ବିନୟ ବିଶି । ଦୀର୍ଘ ଦେଢ଼ ମାସ ଫେରାର ହୋଇ ରହିବା ପରେ ତୁମୁଡିବନ୍ଧ କୋର୍ଟ ଜେଏମଏଫସିଙ୍କ ନିକଟରେ ହାଜର ହୋଇ ଆତ୍ମସମର୍ପଣ କରିଛନ୍ତି । ହାଜର ହେବାର ୪୮ ଘଣ୍ଟା ଭିତରେ ସମସ୍ତ ଦସ୍ତାବିଜ…

ଦିଲ୍ଲୀରୁ ଲେହ ଯାଉଥିବା ବିମାନରେ ହଠାତ୍ ନିଆଁ: ଉଡାଣର କିଛି ସମୟ ପରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରୁ ଲେହ ଯାଉଥିବା ଏକ ସ୍ପାଇସଜେଟ୍ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ଉଡ଼ାଣ ସମୟରେ ବିମାନରେ ନିଆଁ ଦେଖିବା ପରେ ପାଇଲଟ୍ ତୁରନ୍ତ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏକ…