ରାଜଧାନୀରେ ବୁଲୁଛି ଦନ୍ତା…
ଭୁବନେଶ୍ୱର: ରାଜଧାନୀର ଉପକଣ୍ଠ ଅନ୍ଧାରୁଆ ନିକଟରେ ଏକ ଆହତ ହାତୀ ଆତଙ୍କ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ସକାଳୁ ଅନ୍ଧାରୁଆ ଗ୍ରାମ ନିକଟ ଭରତପୁର-ଚନ୍ଦକା ମୁଖ୍ୟ ରାସ୍ତାରେ ଏହି ଆହତ ଦନ୍ତା ହାତୀଟି ବୁଲୁଥିବାର ଦେଖିବାକୁ ମିଳିଛି। ଦୁଇ ଦିନ ପୂର୍ବେ ଭରତପୁର ସଂରକ୍ଷିତ ଜଙ୍ଗଲ ଭିତରେ…