ଇତିହାସ ରଚିଲା ଇସ୍ରୋ, ଉତକ୍ଷେପଣ ହେଲା ସବୁଠାରୁ ଓଜନଦାର ଉପଗ୍ରହ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରବିବାର ସନ୍ଧ୍ୟା ୫.୨୬ ସମୟରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଦେଶର ସବୁଠାରୁ ଭାରୀ ସ୍ୱଦେଶୀ ସଞ୍ଚାର ଉପଗ୍ରହ ସିଏମ୍ଏସ-୦୩(GSAT-7R)କୁ ସଫଳତାର ସହିତ ଉତକ୍ଷେପଣ କରିଛି।
ତେବେ ଏହାର ଓଜନ ପ୍ରାୟ ୪୪୧୦ କିଲୋଗ୍ରାମ ହୋଇଥିବା…