୪୮ ଘଣ୍ଟା ମଧ୍ୟରେ ଦିଲ୍ଲୀ ପୋଲିସକୁ ବଡ ସଫଳତା, ଏନକାଉଣ୍ଟରରେ ୱାଣ୍ଟେଡ୍ ଅପରାଧୀ ଆହତ
ନୂଆଦିଲ୍ଲୀ: ଦିଲ୍ଲୀର ମେହରୌଲି ଅଞ୍ଚଳରେ ପୋଲିସ ଏବଂ ୱାଣ୍ଟେଡ୍ ଅପରାଧୀ କୋକୁ ପାହାରିଆଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା।
ଏନକାଉଣ୍ଟରରେ ଦୁଇ ପୋଲିସ କର୍ମଚାରୀଙ୍କ ବୁଲେଟପ୍ରୁଫ୍ ଜ୍ୟାକେଟରେ ଗୁଳି ବାଜିଥିଲା ବେଳେ ଜଣେ କନେଷ୍ଟବଳଙ୍କ ହାତରେ ଆଘାତ ଲାଗିଥିଲା।
କୋକୁ ଖସିଯିବାକୁ…