Latest Odisha News

BREAKING NEWS

Gun Mafia: ବନ୍ଧା ହେଲେ ଚୋରା ବନ୍ଧୁକ ବେପାରୀ, ରାଉରକେଲାର ୫୦ରୁ ଅଧିକ ସ୍ଥାନରେ ପୋଲିସର ଚଢ଼ଉ

ସୁନ୍ଦରଗଡ଼: ରାଉରକେଲା ସହରରେ କଥା କଥାକେ ଗୁଳି ଫୁଟିବା ଜିଲ୍ଲା ପୋଲିସର ଚିନ୍ତା ବଢ଼ାଇଛି। ଗତ ୩୫ ମାସ ମଧ୍ୟରେ ରାଉରକେଲା ଜିଲ୍ଲା ପୋଲିସ ୬୬ ବନ୍ଧୁକ ଜବତ କରିବା ସହ ୧୨୨ଜଣକୁ ଗିରଫ କରି ଜେଲ୍‌ ପଠାଇଥିଲା। ଅବୈଧ ଭାବରେ ବନ୍ଧୁକ ବିକ୍ରି କରୁଥିବା କିଛି ଅଭିଯୁକ୍ତକୁ ଧରିଛି ପୋଲିସ।…

ରେଢ଼ାଖୋଲରେ ବାଇପାସ୍ ନିର୍ମାଣ ପାଇଁ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ସମ୍ବଲପୁର: ରେଢାଖୋଲ ୫୫ ନମ୍ବର ଜାତୀୟ ରାଜପଥ ଦେଇ ପ୍ରତିଦିନ ଶତାଧିକ ଭାରୀ ଯାନ ଯାତାୟାତ କରୁଛି। ଫଳରେ ଭୟଙ୍କର ଟ୍ରାଫିକ ଜାମ୍ ସୃଷ୍ଟି ହେଉଛି। ଦୁର୍ଘଟଣା ବଢ଼ିବା ସହ ଛାତ୍ରଛାତ୍ରୀ, ରୋଗୀ ଏବଂ ବରିଷ୍ଠ ନାଗରିକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ରେଢ଼ାଖୋଲ ସହରବାସୀଙ୍କ ଦୀର୍ଘଦିନର…

Khaleda Zia and Sheikh Hasina ଭଲ ବନ୍ଧୁରୁ ହୋଇଗଲେ ପରସ୍ପରର ଶତ୍ରୁ : ଖାଲିଦା ଜିଆ ଓ ଶେଖ ହସିନାଙ୍କ…

ନୂଆଦିଲ୍ଲୀ: ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁ ଦେଶକୁ ଶୋକରେ ବୁଡ଼ାଇ ଦେଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ୍ ଏବଂ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଶେଖ୍ ହାସିନା ଶୋକ ପ୍ରକାଶ କରିଛନ୍ତି। ଉଭୟ ମହିଳା ଦଶନ୍ଧି ଧରି ବାଂଲାଦେଶୀ…

Humane Death Case: ହ୍ୟୁମାନ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅର୍ପିତା ଚୌଧୁରୀ

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମାଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ। ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଅର୍ପିତା ଆବେଦନ କରିଛନ୍ତି। ପୂର୍ବରୁ ଏହି ମାମଲାରେ ସୋମେଶ ଶତପଥୀ ଆଗୁଆ ଜାମିନ ଆବଦେନ କରିଥିଲେ। ହ୍ୟୁମାନ ସାଗରଙ୍କ ମୃତ୍ୟୁ ମମାଲାରେ…

Corruption: ‘ଯେଉଁମାନେ ଆଜି ନୂଆ ଚାକିରି ପାଉଛନ୍ତି, ସମ୍ପତ୍ତି ରଖି ଟିଭିରେ ନ ବାହାରନ୍ତୁ’;…ନିଯୁକ୍ତି…

ଭୁବନେଶ୍ବର: ନବ ନିଯୁକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସୁଶାସନର ତିନୋଟି ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି ଯେ, ସ୍ଵଚ୍ଛତା, ଉତ୍ତର ଦାୟିତ୍ୱ, ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କର। ଆଜିର ନିଯୁକ୍ତି ମେଳା ହେଉଛି ୧୪ତମ ନିଯୁକ୍ତି ମେଳା ଏବଂ ପଞ୍ଚମ ବୃହତମ ନିଯୁକ୍ତି ମେଳା ବୋଲି କହିଛନ୍ତି…

CHSE +2 Practical: ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍

ଭୁବନେଶ୍ୱର: ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବ। ୧୫ ତାରିଖ ଯାଏ ପରୀକ୍ଷା ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବିଭିନ୍ନ ବିଷୟର…

New Year crowd: ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ:ଆସୁଛି ନୂଆବର୍ଷ ଏଥିପାଇଁ ସମସ୍ତ ପର୍ଯ୍ୟଟନ ସ୍ଥଳୀରେ  ଜମୁଛି ଭିଡ଼ । ଜମୁଛି ଭୋଜି ଭାତର ଆସର ।  ସେଥିମଧ୍ୟରୁ ଜଗନ୍ନାଥ ଧାମ ପୁରୀରେ ମଧ୍ୟ ବଢିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାର ଶ୍ରଦ୍ଧାଳୁଙ୍କ ଭିଡ଼ ସେଠି ଜମୁଛି । ଯାହାକୁ ଦୃଷ୍ଟିରେ ରଖି ପୁରୀ…

ଭଜନ ସମ୍ରାଟ ଭିକାରୀ ବଳଙ୍କ ପତ୍ନୀ ଉଷାରାଣୀଙ୍କ ଦେହାନ୍ତ

କଟକ: ଭଜନ ସମ୍ରାଟ ସ୍ୱର୍ଗତ ଭିକାରୀ ବଳଙ୍କ ପତ୍ନୀ ଉଷାରାଣୀ ବଳଙ୍କର ପରଲୋକ। ଏକ ଘରୋଇ ହସ୍ପିଟାଲ୍‌ରେ ସୋମବାର ସନ୍ଧ୍ୟାରେ ବାର୍ଦ୍ଧକ୍ୟ ଜନିତ ରୋଗରେ ଉଷାରାଣୀଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କର ୮୬ ବର୍ଷ ହୋଇଥିଲା। ଗତ ନଭେମ୍ବର ୨ ତାରିଖରେ ଭଜନ ସମ୍ରାଟଙ୍କ ପୁଣ୍ୟତିଥିରେ ସେ…

Salman gets emotional: ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ‘ଇକିସ୍’ର ସ୍କ୍ରିନିଂରେ ଭାବପ୍ରବଣ ହେଲେ ସଲମାନ,…

ମୁମ୍ବାଇ: ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା, ତଥା ହି-ମ୍ୟାନ ଧର୍ମେନ୍ଦ୍ର ଆଉ ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କର ଶେଷ ଫିଲ୍ମ 'ଇକିସ୍' ଉପରେ ସମସ୍ତଙ୍କ ନଜର ରହିଛି ଯାହା ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ଆସିବାକୁ ଯାଉଛି । ଏହି ଫିଲ୍ମଟି ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ବହନ…

ଜାଡରେ ଥରୁଛି ଓଡ଼ିଶା; ୧୫ ବର୍ଷର ରେକର୍ଡ ଭାଙ୍ଗିଲା ଝାରସୁଗୁଡା

ଭୁବନେଶ୍ୱର: ଝାରସୁଗୁଡାରେ ଡିସେମ୍ବର ମାସର ତୃତୀୟ ସବୁଠାରୁ ଶୀତଳ ରାତି ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ଠାରୁ ୫.୧°C କମ୍ ଥିଲା। ମଙ୍ଗଳବାର ସକାଳେ ପାରଦ ୬.୨°C କୁ ଖସିଆସିଥିଲା। ପୂର୍ବରୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୬.୫°C ରେକର୍ଡ କରାଯାଇଥିଲା। ଡିସେମ୍ବର ୭, ୨୦୨୧ରେ ୫.୬°C,…