ଅହଙ୍କାର ଛାଡ଼ି କ୍ଷମା ମାଗିବାର ମହତ୍ତ୍ୱ: ଆଜିର ଯୁଗରେ ପ୍ରାସଙ୍ଗିକ ଗଣେଶ-ଚନ୍ଦ୍ରଙ୍କ ଏହି ପୌରାଣିକ କଥା
ଭୁବନେଶ୍ୱର: ହିନ୍ଦୁ ପର୍ବପର୍ବାଣିରେ ଗଣେଶ ଚତୁର୍ଥୀର ଏକ ସ୍ୱତନ୍ତ୍ର ଏବଂ ପବିତ୍ର ସ୍ଥାନ ରହିଛି। ଏହି ଦିନ ଅର୍ଥାତ୍ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଚନ୍ଦ୍ର ଦର୍ଶନ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି । ଲୋକବିଶ୍ୱାସ ରହିଛି ଯେ ଏହି ଦିନ ଚନ୍ଦ୍ରଙ୍କୁ ଦେଖିଲେ 'ମିଥ୍ୟା ଦୋଷ'…